ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳ ମୋଡେଲ ଡିଗ୍ରୀ କଲେଜ ପକ୍ଷରୁ ନୂଆ – ଓ଼ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

ଖଡ଼ିଆଳ ମୋଡେଲ ଡିଗ୍ରୀ କଲେଜ ପକ୍ଷରୁ ନୂଆ – ଓ଼ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା,ପଂଚାୟତରାଜ ଦିବସ ଉପଲକ୍ଷେ ମଙ୍ଗଳବାର ନୂଆପଡା ଜିଲ୍ଲା ଖଡ଼ିଆଳ ମୋଡେଲ ଡିଗ୍ରୀ କଲେଜଠାରେ ନୂଆ-ଓ଼ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l କଲେଜ ଅଧକ୍ଷ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ନୂଆ-ଓ଼ ଛାତ୍ରବୃତି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ତଥା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ମୁଖ୍ୟ ଅତିଥିଭାବେ ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ସାର୍ଟିଫିକେଟ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ମେଜର ଡ଼. ରାମ ଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥିଭାବେ ନୂଆ-ଓ଼ ଛାତ୍ର ବୃତ୍ତି କାର୍ଯ୍ୟକ୍ରମର ନୋଡାଲ ଅଫିସର ଅବିନାଶ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତଥିଲେ l ଏହି ଅବସରରେ ମୋଟ ୧୦୧୪ ଜଣ ଛାତ୍ରଛାତ୍ରୀଙ୍କୁ ଛାତ୍ର ବୃତ୍ତି ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା l

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ତାଳଚେର ଜିଲ୍ଲା ଦାବୀ ନେଇ ଭୁବନେଶ୍ୱର ଚାଲ୍

Sunil Chandra Nayak

ଖଣି ସହର ଯୋଡାର ବନେଇକାଳାରେ ମହାସମାରୋରେ ଦୁର୍ଗାପୂଜା ପାଳିତ

masiha

ରାୟଗଡ଼ାର ଆଦିବାସୀ ଆମ୍ବ ଚାଷୀ ଦୁଃସ୍ଥିତିରେ: କେନ୍ଦ୍ର ସମସ୍ୟା ମାନିଲେ, କିନ୍ତୁ ସ୍ପଷ୍ଟ ସମାଧାନ ନାହିଁ

Sunil Chandra Nayak

Leave a Comment

error: Content is protected !!