ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାନ୍ଦିପୁର ଗ୍ରାମରେ ହାତୀ ଆତଙ୍କ

ଭାନ୍ଦିପୁର ଗ୍ରାମରେ ହାତୀ ଆତଙ୍କ

ବସ୍ତା 17/03 :ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଭାନ୍ଦିପୁର ଗ୍ରାମରେ ରବିବାର ଅପରାହ୍ନ ସମୟରେ ହାତୀ ଆତଙ୍କ ଦେଖିବାକୁ ମିଳିଛି।ତେବେ ହାତୀ ପାଖ ବଣଦେଇ ହାତୀ ଏହି ଗ୍ରାମରେ ରେ ପ୍ରବେଶ କରିଥିଲେ। ଏଠାରେ ଗ୍ରାମରେ ଥିବା ବିଭିନ୍ନ ଲୋକଙ୍କ ଘରେ ଥିବା ଧାନ ଚାଉଳ ନଷ୍ଟ କରିବା ସହିତ ଚାଷଜମି ଓ ଗଛପତ୍ର ଭାଙ୍ଗିଥିଲେ। ପରେ ବନବିଭାଗ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ହାତୀ କୁ ପାଖ ଜଙ୍ଗଲକୁ ଛାଡିଥିବା ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଟେକନୋ ଗୁରୁକୂଳ ପ୍ରାଇଭେଟ୍ ସ୍କୁଲ ଜିଲ୍ଲାରେ ପ୍ରଥମ ଏନ ସି ସି ମାନ୍ୟତା ହାସଲ

masiha

ଧର୍ମଗଡ ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର 

masiha

ଦୀର୍ଘ ୧୫ ପରେ ଇନ୍ଦ୍ରାବତୀ ଦକ୍ଷିଣ ସଂପ୍ରସାରଣ କେନାଲ ପ୍ରଣାଳୀ ର ରାସ୍ତା ଉନ୍ନତି କରଣ

masiha

Leave a Comment

error: Content is protected !!