ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବିତା(‘ସ୍ୱପ୍ନ’) ପ୍ରତିଯୋଗିତା ର ଫଳାଫଳ ପ୍ରକାଶିତ

କବିତା(‘ସ୍ୱପ୍ନ’) ପ୍ରତିଯୋଗିତା

    ର ଫଳାଫଳ ପ୍ରକାଶିତ

 
ମସୀହା ର ‘ସାହିତ୍ୟ ଅଗଣା’ ଏକ ହ୍ୱାଟ୍ସ୍ଅପ୍ ଗ୍ରୁପ୍ ।ସାହିତ୍ୟ ର ବିଭିନ୍ନ ବିଭାଗ ବିଶେଷ କରି କବିତା ର ପ୍ରଚାର,ପ୍ରସାର ପାଇଁ ବଳିଷ୍ଠ ମଂଚ ।
ସାହିତ୍ୟ ଅଗଣା ପକ୍ଷରୁ ଏଇ ମାସ ( ମାର୍ଚ୍ଚ _୨୦୨୪) ରେ ‘ସ୍ୱପ୍ନ’ ଶୀର୍ଷକ କବିତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।ଯାହା କିଛି କବିତା ଆସିଥିଲା _ଆମେ ତୃତୀୟ ସ୍ଥାନ ପର୍ଯ୍ୟନ୍ତ ରଖିବାକୁ ସ୍ଥିର କରିଥିବା ସତ୍ତ୍ୱେ ଚତୁର୍ଥ ଓ ପଞ୍ଚମ ନମ୍ବର କବିତାଟି ମଧ୍ୟ ମନକୁ ଆନ୍ଦୋଳିତ କରିଥିଲା ।
ଏଣୁ, ଚାରି ଜଣଙ୍କୁ ଏହି ପ୍ରତିଯୋଗିତା ର ଆଗ ଧାଡ଼ିରେ ରଖି ସେମାନଙ୍କ କବିତା ଯାତ୍ରା ପାଇଁ ପ୍ରୋତ୍ସାହନ ଯୋଗାଇଲୁ ।
 ପ୍ରଥମ_ସଂହିତା ଜେନା,ବାସନ୍ଦରା,ଜଗତସିଂହପୁର ,ଦ୍ୱିତୀୟ_ ଅନସୂୟା ଦେବତା,ଅତାବିରା,ବରଗଡ଼ ତୃତୀୟ_ପ୍ରଶାନ୍ତ କୁମାର ନାଥ,ରାଜନଗର,କେନ୍ଦ୍ରାପଡ଼ା ଚତୁର୍ଥ_ ସଂଯୁକ୍ତା ସାହୁ,ରାହାମା,ଜଗତସିଂହପୁର , ପଞ୍ଚମ _ ନଳିନୀ ପ୍ରଭା ମିଶ୍ର , ମୁକୁନ୍ଦ ପୂର୍ , ଆସ୍କା।

_ସୁନୀଲ୍ ଚନ୍ଦ୍ର ନାୟକ

 ସମ୍ପାଦକ:ସାହିତ୍ୟ ଅଗଣା

_ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

 ସଂଯୋଜକ:ସାହିତ୍ୟ ଅଗଣା

Related posts

ଭବାନୀପାଟଣା ଠାରେ ଜନ ସୂଚନା ଅଧିକାର ନିୟମ ସମ୍ପର୍କୀତ କର୍ମଶାଳା

masiha

ଉତ୍କଳ ଦିବସ ଅବସରରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ସୀତାରାମଙ୍କ ନେତୃତ୍ୱରେ ସାଇକେଲ ରାଲି : ପ୍ରଥମେ ବାଣପୁର ମାଆ ଭଗବତୀଙ୍କୁ କଲେ ଦର୍ଶନ

Sunil Chandra Nayak

ରାଇରଙ୍ଗପୁରରେ ନେସ୍କୋ ପାଓ୍ବାର ଏମ୍ପଲୟଜ୍ ୟୁନିଅନର କର୍ମଚାରୀ ମହାସମାବେଶ 

masiha

Leave a Comment

error: Content is protected !!