ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଓ ବାଇକ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର 

ବାଇକ ଓ ବାଇକ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର 

ବସ୍ତା,31/03 :ରବିବାର ଅପରାହ୍ନ ସମୟରେ ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥ ର ନଳବାହାର ବ୍ରିଜ ନିକଟରେ ଦୁଇ ବାଇକ୍ ଧକ୍କା ଦୁଇ ଗୁରୁତର। ସୂଚନା ଅନୁସାରେ ବାଲେଶ୍ଵର ମେଡିକାଲ ରୁ କାମ ସାରି ଭୋଗରାଇ ଥାନା କୁମ୍ଭୀରଗଡ଼ି ଗ୍ରାମ ର ହରେନ୍ଦ୍ର ବାରିକ (୪୮) ଘରକୁ ଫେରୁଥିବା ସମୟରେ ନଳବାହାର ବ୍ରିଜ ନିକଟରେ , ବୀପରିତ ଦୀଗରୁ ଅନ୍ୟ ଏକ ବାଇକ ଆରୋହୀ ପୁରୁଷୋତ୍ତମ ପାଣି ଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଉଭୟ ଗାଡ଼ି ଚାଳକ ଗୁରୁତର ହୋଇ ରାଜରସ୍ତା ଉପରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିବା ବେଳେ, ଅଧିକ ଗୁରୁତର ଥିବାରୁ ଉଭୟଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ସେବା,ତ୍ୟାଗ,ସାଧନା ଓ ଓଡ଼ିଆ ଜାତିର ସ୍ଵଭିମାର ଅମ୍ଳାନ ସ୍ୱାକ୍ଷର : ଅଗ୍ରଣୀ ସାମାଜିକ ସଙ୍ଗଠନ “ଆମ ମାହାଙ୍ଗା” 

Sunil Chandra Nayak

ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସଫଳତା

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା-୨୦୨୪ ଅନୁଷ୍ଠିତ 

masiha

Leave a Comment

error: Content is protected !!