ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଶ୍ଵରପୁରୁର ଧର୍ମ ପରାୟଣ ଵ୍ୟକ୍ତିଙ୍କ ଦେହାନ୍ତ

ଇଶ୍ଵରପୁରୁର ଧର୍ମ ପରାୟଣ ଵ୍ୟକ୍ତିଙ୍କ ଦେହାନ୍ତ

.ରାଜନଗର-3.5.024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଇଶ୍ଵରପୁର ଗ୍ରାମର ଧର୍ମ ପରାୟଣ ବ୍ଯକ୍ତି ଦୋଳଗୋବିନ୍ଦ ରାଉତ ଙ୍କର ଏପ୍ରିଲ ମାସ ତିରିଶ ତାରିଖ ସକାଳ ପାଞ୍ଚଟା ସତାବନ ମିନିଟ ସମୟରେ ନିଜ ବାସଭବନ ରେ ତାଙ୍କର ପରଲୋକ ହୋଇଛି ତାଙ୍କର କିଛିଦିନହେବ ଶରିର ଅସୁସ୍ତ ଯୋଗୁ ପ୍ରାୟ ଦଶ ମାସ ହେବ ଭୂବନେଶ୍ବର ର ହାଇଟେକ ମେଡିକାଲ ରେ ଲିଭର ଜନିତ ରୋଗ ରେ ଚିକିତ୍ସିତହୋଇ ଘରକୁଆସିଥିଲେ ଓ ତାଙ୍କର।ଇଶ୍ଵରପୁର ନିଜ ବାସଭବନ ରେ ତାଙ୍କର ପରଲୋକ ହୋଇଥିଲା ସେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଳିନୀକାନ୍ତ ମହାନ୍ତି ଙ୍କ ଘନିଷ୍ଠ ସହଯୋଗୀ ଓ ରାଜନଗର ବ୍ଲକର ଜଣେ ଜଣାଶୁଣା ବ୍ୟକ୍ତି    ,ପରୋପକାରୀ ଧର୍ମପରାୟନ ମେଳାପି ଓ ଗ୍ରାମ ର ମୁଖିଆ ଥିଲେ। ତାଙ୍କ ମୃତ୍ୟୁ ବେଳକୁ ପୁଅ ଦୟାନିଧି ଦିଲ୍ଲୀପ ପ୍ରତାପ ପ୍ରଶାନ୍ତ ଓ ଝିଅ ବହୁ ନାତି ନାତୁଣୀ ଭାଇ ମାନେ ଉପସ୍ଥିତ ଥିଲେ ପୁରୀ ସ୍ବର୍ଗଦ୍ବାର ରେ ତାଙ୍କର ଶେଷ କୃତ୍ୟ ସମ୍ପୂର୍ଣ୍ଣ କରାଯାଇଥିଲା ତାଙ୍କର ମୃତ୍ୟୁଖବର ଶୁଣି ରାଜନଗର ବ୍ଲକ ସମେତ କଣ୍ଡିରା ଗ୍ରାମ ପଞ୍ଚାୟତ ରେ ଶୋକ ର ଛାୟା ଖେଳିଯାଇଛି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଭାରତୀୟ ମଜଦୁର ସଂଘର କୋଡିଏ ତମ ଅଖିଳ ଭାରତୀୟ ତ୍ରୟବାର୍ଷିକ ଅଧିବେଶନ 

Sunil Chandra Nayak

ଛତାମହୁଲ ସ୍କୁଲରେ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ପୂର୍ବତନ ବିଜେଡି ବିଧାୟକ ଜଗବନ୍ଧୁ ମାଝୀଙ୍କ ହତ୍ୟାକାଣ୍ଡକୁ ୧୪ ବର୍ଷ ପୂରିଲା ଗୋନା ହାଟପଦାରେ ସ୍ମୃତିସଭା ସହ ଶହିଦ ଦିବସ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!