ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାଦବ ମହାସଭା ପକ୍ଷରୁ ସ୍ବର୍ଗତ ଚିତ୍ତରଞ୍ଜନଙ୍କ ପାଇଁ ସ୍ମୃତି ସଭା 

ଯାଦବ ମହାସଭା ପକ୍ଷରୁ ସ୍ବର୍ଗତ ଚିତ୍ତରଞ୍ଜନଙ୍କ ପାଇଁ ସ୍ମୃତି ସଭା 

କଟକ : ୪୨ ମୌଜା ଯାଦବ ମହାସଭା ପକ୍ଷରୁ ନହରପଦା ନିବାସୀ ସ୍ଵର୍ଗତ ଚିତ୍ତରଞ୍ଜନ ବେହେରାଙ୍କ ଏକାଦଶାହରେ ସ୍ମୃତି ଚାରଣ କରାଯାଇ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି। ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ°.ପ୍ରଦୀପ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ । ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଯୁବ କାର୍ଯ୍ୟକାରୀ ସଭାପତି ତରୁଣ ଯାଦବ,କଟକ ସଦର ସଭାପତି ବିନୋଦ ବେହେରା, ସମ୍ପାଦକ ଚିତ୍ତରଞ୍ଜନ ବେହେରା, ବିଜନ୍ ବେହେରା,କଟକ ସଦର ଯୁବ ସଭାପତି ଅର୍ଣ୍ଣବ ପରିଡ଼ା,୪୨ମୌଜା ସଭାପତି ବୁଲେଇ ବେହେରା, ସମ୍ପାଦକ ପ୍ରସନ୍ନ ବେହେରା, କୋଷାଧ୍ୟକ୍ଷ ମନୋରଞ୍ଜନ ବେହେରା, ପର୍ଶୁରାମ ବେହେରା,ମନୋଜ ବେହେରା,ସାଗର ବେହେରା,ଆଶିଷ ବେହେରା, ଅକ୍ଷୟ ବେହେରା, ଟୁଟନ୍ ବେହେରା ଓ ସୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଔପଦା ଡିଗ୍ରୀ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ବିଦାୟ କାଳୀନ ସମ୍ବଦ୍ଧନା ସଭା 

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ଆରଏମସି ତରଫରୁ ସଫେଇ କର୍ମଚାରୀଙ୍କ ସମ୍ମାନାର୍ଥେ ଆୟୋଜିତ ହେଲା ବଡ଼ାଖାନା

Sunil Chandra Nayak

Leave a Comment

error: Content is protected !!