ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବିତା ପ୍ରତିଯୋଗିତାର ଫଳାଫଳ ଘୋଷଣା, ଦୁଇ ଜଣଙ୍କୁ ମିଳିଲା ଦ୍ବିତୀୟ ସ୍ଥାନ

କବିତା ପ୍ରତିଯୋଗିତାର ଫଳାଫଳ ଘୋଷଣା, ଦୁଇ ଜଣଙ୍କୁ ମିଳିଲା ଦ୍ବିତୀୟ ସ୍ଥାନ

ଖଇରା,୨୭/୧୦/୨୪- ପ୍ରତି ରବିବାର ପରି ତା ୨୦/୧୦/୨୪ ରିଖ ରବିବାର ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା ” ଝରା ସେଫାଳୀ “। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ (୧) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ (୨) ଗାୟତ୍ରୀ ଦାଶ, ଯାଜପୁର (୩) ସୁକାନ୍ତି ସ୍ବାଇଁ, ରାଇପଲ୍ଲୀ, ଆସିକା, ଗଞ୍ଜାମ (୪) ପ୍ରତିମା ଶତପଥୀ, ଯାଜପୁର (୫) ମନ୍ଦାକିନୀ ପାଢ଼ୀ(ଅଧ୍ଯାପିକା), ପଦ୍ମପୁର, ବରଗଡ (୬) ସୁମିତ୍ରା ସାହୁ, ଯାଜପୁର (୭) କମଳିନୀ ସେନାପତି, ଜଳେଶ୍ବର, ବାଲେଶ୍ଵର (୮) ଦିଲିପ୍ କୁମାର ନାୟକ, କେନ୍ଦ୍ରାପଡା (୯) ମିନତୀ ପ୍ରଧାନ, ବାରିପଦା (୧୦) ନୀନା ଦାସ ମହାନ୍ତି, ନେଉଳା, ବରୀ, ଯାଜପୁର (୧୧) ମହମ୍ମଦ ମନସୁର ଅଲ୍ଲୀ, ଜିଲ୍ଲା ଜଜ କୋର୍ଟ, ଜଗତସିଂହପୁର (୧୨) ସଂଯୁକ୍ତା ସାହୁ, ରାହାମା, ଜଗତସିଂହପୁର (୧୩) ଶ୍ରଦ୍ଧାଞ୍ଜଳି ଖମାରୀ(ଛାତ୍ରୀ), ଧାନଘର, ଆଗରପଡା, ଭଦ୍ରକ (୧୪) ସୁଶ୍ରୀ ଅର୍ପିତା, ଜଗତସିଂହପୁର (୧୫) ମାନସୀରାଣୀ ଜେନା, କଣ୍ଟାପଡା, ଖଇରା, ବାଲେଶ୍ଵରରୁ ଭାଗ ନେଇଥିଲେ । ସମସ୍ତଙ୍କ କବିତା ଗୁଡିକୁ ସମୀକ୍ଷା କରିଥିଲେ ଶିକ୍ଷୟତ୍ରୀ ଓ ସୁସାହିତ୍ୟିକା ଡଃ ତାନଶ୍ରୀ ପାଣିଗ୍ରାହୀ,ବାଲେଶ୍ଵର । ତାଙ୍କ ସମୀକ୍ଷାରୁ ରଞ୍ଜୁଲତା ପାଢ଼ୀ ପ୍ରଥମ ସ୍ଥାନ, ଗାୟତ୍ରୀ ଦାଶ ଓ ସୁକାନ୍ତି ସ୍ବାଇଁ ଦ୍ବିତୀୟ ସ୍ଥାନ ଏବଂ ପ୍ରତିମା ଶତପଥୀଙ୍କୁ ମିଳିଛି ତୃତୀୟ ସ୍ଥାନ । ଅନ୍ୟ ସମସ୍ତଙ୍କ ଲେଖା ମଧ୍ଯ ବହୁତ ସୁନ୍ଦର ହୋଇଥିବାରୁ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତ ସାରସ୍ୱତ ପ୍ରତିଭା ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ ବିଶ୍ୱକୁନ୍ତଳ ଶିଶୁଗୃହର ଅନ୍ତେବାସୀଙ୍କ ସହିତ ମହୁଲପଡାର ଜୁଆଙ୍ଗ ସାହିର ଲୋକମାନଙ୍କ ସହିତ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ବରା ଦିବସ -୨୦୨୬ ପାଳନ

Sunil Chandra Nayak

ଉତ୍କଳ ଗୌରବ ମଧୁସୂଦନ ଜୟନ୍ତୀ ପାଳନ କଲା ଆପ୍

Sunil Chandra Nayak

ନୂଆପଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ l ଭୋଟିଂ ମେସିନ୍ , ଇ ଭି ଏମ୍ ଓ ଭି ଭି ପାଟ ର ପ୍ରଥମ ସ୍ତରୀୟ ତଦାରଖ ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!