ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଅସାଧୁ ଅଫିସରର ବେଳା ଖରାପ-ନିର୍ଦ୍ଧେଶକ” ଅଭାବୀ ଆଉଟସୋର୍ସଙ୍କ ପାଇଁ ବର୍ଦ୍ଦାନ ସାଜିବେ ରୋହିତ କୁମାର

“ଅସାଧୁ ଅଫିସରର ବେଳା ଖରାପ-ନିର୍ଦ୍ଧେଶକ” ଅଭାବୀ ଆଉଟସୋର୍ସଙ୍କ ପାଇଁ ବର୍ଦ୍ଦାନ ସାଜିବେ ରୋହିତ କୁମାର

ଯୋଡ଼ା:-ରାଜ୍ୟ ଖଣି-ନିର୍ଦ୍ଧେଶଳୟ ଅଧିନସ୍ଥ ରିସର୍ଚ୍ଚ ଲାବୋରଟରୀ, ଯୋଡ଼ା ପ୍ରୟୋଗଶାଳା ଏବଂ ଯାଜପୁର ପ୍ରୟୋଗଶାଳାରେ ଆଉଟସୋର୍ସ ନିଯୁକ୍ତିରେ କେଳାଙ୍କାରୀ କରିବା ଏବେ ଭୟଙ୍କର ସ୍ଥିତିରେ ଅଫିସରର ବେଳା।ତେବେ ଜଣକ ପ୍ରତି ଲକ୍ଷ’ଟଙ୍କା ପକେଟରେ ପୁରାଇବା ନିମନ୍ତେ,ଅତି ଲୋଭର ଲାଳସାରେ ମାସ କେଇଟା ନପୂରୁଣୁ ଅଫିସରର ସମସ୍ତ କେଳାଙ୍କାରୀ ଏବେ ରାଜ ରାସ୍ତାରେ ପଡୁଛି”ଉଠୁଛି।ହେଲେ ହକ ଟଙ୍କା ଦେଇ, ଆଉଟସୋର୍ସରେ ସମସ୍ତେ ନିଜ’ନିଜ ଚାକିରୀ ହରାଇ ଥିବା, ଅଫିସରର-ଡିପାର୍ଟମେଣ୍ଟୀୟ ତେଲମରା-ଚମ୍ମଚାଙ୍କ ସମ୍ପର୍କୀୟ ତଥା ପରିବାର ସଦଶ୍ୟଙ୍କୁ ଏକ ଅଦୃଶ୍ୟ ଶକ୍ତ ଚାପୁଡ଼ା ପଡ଼ିଥିବା ବେଳେ ଟଙ୍କା ଖାଇ ବସିଥିବା ଯେଉଁ ଅଫିସର ଜଣକ କୁଆଡେ ଖୁବଶୀଘ୍ର ଅଜଣା ରୋଗରେ ପଡିବ ବୋଲି ଯୋଡ଼ା ପ୍ରୟୋଗଶାଳାର ପୂର୍ବ ଆଉଟସୋର୍ସ କର୍ମଚାରୀ ନିଜର କୋହଭରା ବେଦନା ଜଣାନ୍ତି।ତେବେ ସନ୍ଧାନରୁ ଯାହା ଜାଣିବାକୁ ମିଳେ ଯେ ସରଳ ବ୍ୟକ୍ତିତ୍ୱ ତଥା ସାଧାରଣ ଚଳଣିର ଅଧିକାରୀ ବନି ପାରିଛନ୍ତି ଉତ୍ତମ ବିଚାର ପୁରୁଷ ନିର୍ଦ୍ଧେଶକ ରୋହିତ କୁମାର ଲେଙ୍କା କିନ୍ତୁ ସେ ନିଜ ବିଭାଗୀୟ ଏହି ଅଭାବୀ ଆଉଟସୋର୍ସଙ୍କ ହାତ ଏତେ ସହଜରେ ଛାଡ଼ିବେନି ବୋଲି ଡିପାର୍ଟମେଣ୍ଟୀୟ ବିଶ୍ବସ୍ଥରୁ ଜଣାପଡେ।ତେବେ ସ୍ୱହୃଦୟର ନିର୍ଦ୍ଧେଶକ ଅଭାବୀ ଆଉଟସୋର୍ସ କର୍ମଚାରୀଙ୍କ ଠାରୁ ସେହି ଅଫିସର ନେଇଥିବା ଟଙ୍କା କଦାପି ପାଣିରେ ପକାଇବାକୁ ଦେବେ ନାହିଁ ବୋଲି ନିର୍ଦ୍ଧେଶକଙ୍କ ଠାରେ ରହିଛି ଆଗକୁ ଅନେକ ଯୋଜନାର ଭଣ୍ଡାର।ତେବେ ଟଙ୍କା ଖାଇ, ଚାକିରୀ ଛଡାଇ ଆଉଟସୋର୍ସଙ୍କୁ ସର୍ବହରା କରିଥିବା ଅଫିସର ବେଳା ଆହୁରି ଖରାପ ଆଗକୁ ଭୋଗିବାକୁ ଥିବାବେଳେ ସମୟ ବିଳମ୍ବ ହୋଇପାରେ,ଦରକାର ପଡିଲେ ଉକ୍ତ ଠିକା-ସଂସ୍ଥା ବଦଳିଲେ ମଧ୍ୟ ସେହି କର୍ମଚାରୀ ପୁନଃ ଆସି,ନିଯୋଗ କରାଯିବାର ଯୋଜନା ରଖିଥିବା ନିର୍ଦ୍ଧେଶକଙ୍କୁ ମାନିବାକୁ ହେବ ସମସ୍ତ ଆଉଟସୋର୍ସ କର୍ମଚାରୀଙ୍କ ନିମନ୍ତେ ବର୍ଦ୍ଦାନ ସଦୃଶ ବୋଲି ସର୍ବ-ସାଧାରଣରେ ଆଲୋଚନା ହେଉଥିବାର ଶୁଣିବାକୁ ମିଳେ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳ ଜିଲ୍ଳା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ବିଶ୍ଵ ମିତବ୍ୟୟିତା ଦିବସ-୨୦୨୫ ପାଳିତ 

Sunil Chandra Nayak

ଭବାନୀପାଟଣା ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା 

Sunil Chandra Nayak

ବଜ୍ରପାତରେ ଜଣେ ମୃତ

masiha

Leave a Comment

error: Content is protected !!