ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଣ୍ଢିରା ହନୁମାନ ମନ୍ଦିରରେ ଶ୍ରୀରାମ ନବମୀ ପାଳିତ

ସୁଣ୍ଢିରା ହନୁମାନ ମନ୍ଦିରରେ ଶ୍ରୀରାମ ନବମୀ ପାଳିତ

ଖଇରା,୦୬/୪/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସୁଣ୍ଢିରାଗଣ୍ଡିବେଡ଼ ସ୍ଥିତ ହନୁମାନ ମନ୍ଦିରରେ ୧୮ତମ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ ହୋଇଯାଇଛି । ନିରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ ମନ୍ଦିରରୁ କଳସ ଶୋଭାଯାତ୍ରା ବାହାରି କଳସ ଅଣାଯାଇଥିଲା । ପୂଜକ ଜଗନ୍ନାଥ ପଣ୍ଡା, ପଦ୍ମନାଭ ମିଶ୍ର, ନରୋତ୍ତମ ପଣ୍ଡାଙ୍କ ଦ୍ବାରା ପୂଜାପାଠ କରାଯାଇଥିଲା । ଶଙ୍କର୍ଷଣ ରାୟ,ପର୍ଶୁରାମ ବେହେରା, ରତ୍ନାକର ବେହେରା, ତପନ କୁମାର ବେହେରା, ଶିଶିର କୁମାର ନାୟକ, ସନାତନ ସେଠୀ, ବାଉଲୀ ସେଠୀ ପ୍ରମୁଖ ସହଯୋଗ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଖଣି ସହରର ବନେଇକଳାରେ ବହୁ ଆଡ଼ମ୍ବରେ ଗଣେଶ ପୂଜା ପାଳିତ

masiha

ଓଡ଼ିଶା ଜନକ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ପାଳିତ 

masiha

ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କ ମାଣ୍ଡିଆ ମଣ୍ଡି ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!