ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ରାୟଗଡ଼ା ଜିଲ୍ଲା ଯୁଵ କଂଗ୍ରେସ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

ରାୟଗଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ରାୟଗଡ଼ା ଜିଲ୍ଲା ଯୁଵ କଂଗ୍ରେସ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

ରାୟଗଡ଼ା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ମୋହନ ନାଏକ ଙ୍କ ଅଧ୍ୟକ୍ଷତାରେ, ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଗୋଟିଏ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା, ଓଡ଼ିଶା ଯୁବ କଂଗ୍ରେସ ସଭାପତି ଙ୍କ ଆଦେଶ କ୍ରମେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଏହି କାର୍ଯ୍ୟକ୍ର ହାତକୁ ନେଇଛନ୍ତି। ଗତ ଦିନ ପହଲଗାମ୍ ଆକ୍ରମଣ ଯଵାଵ୍ ରେ ଭାରତ ଓ ପାକିସ୍ଥାନ ମଧ୍ୟରେ ଯେଉଁ ଯୁଦ୍ଧ ହୋଇଥିଲା। ସେଥିରେ ଆମ ଵିର ସୈନିକ ମାନଙ୍କ ଅସିମ ସାହସ ଓ ବୀରତ୍ବର ପରିଚୟ, ଜିବନ ଵଳୀଦାନ,ଶତୃ ପକ୍ଷର ଆତଙ୍କବାଦୀ କୁ ନିପାତ କରିଥିଲେ, ତାଙ୍କର ପରାକ୍ରମ କୁ ସମ୍ମାନ ଜଣାଇ ଵା ପାଇଁ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା, ଏହି ସମାବେଶରେ, ରାୟଗଡ଼ା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଙ୍କ ସହିତ, ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ଶ୍ରୀ ଅଶୋକ ପୁଆଲା, ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଶଙ୍କର ଜିଲାକାରା ଉପସ୍ଥିତ ରହି ଏହି ରକ୍ତ ଦାନ ଶିବିର ପରିଚାଳନା କରିଥିବାବେଳେ,ସମୂଦାୟ 34 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ଏହି ଶିବିର ରେ ସେସ୍ଥାକୃତ ଭାବେ ରକ୍ତ ଦାନ କରିଥିବା ବ୍ୟକ୍ତିମାନେ ହେଲେ, ଶ୍ରୀ ସରତ କୁମାର ନାଏକ, ବିଜୟ କୁମାର ବାହାଦୁର,ଓ ସୀମା ରାଜେନ୍ଦ୍ର ପ୍ରମୂଖ। ଏହି କାର୍ଯ୍ୟକ୍ରମକୁ ବିଭିନ୍ନ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରଶଂସା କରିଥିବା ଦେଖିବାକୁ ମିଳୁଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମାନ୍ୟବର ବିଧାୟକ ଙ୍କ ଦ୍ୱାରା ଖୁଟୁଲୁଗୁଡା ଠାରେ ଆମ ଅଙ୍ଗନବାଡି କେନ୍ଦ୍ର ଳୋକାର୍ପଣ।

Sunil Chandra Nayak

ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନାରେ ଉତ୍ତରାଧିକାରୀ କୁ ବୀମାରାଶି ପ୍ରଦାନ

masiha

ବିଦ୍ୟୁତ୍‌ ବିଭାଗର ଅବହେଳା : ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ବିଦ୍ୟୁତ୍‌ ତାର

masiha

Leave a Comment

error: Content is protected !!