ନୂଆପଡା ଜିଲ୍ଲା ଦୁଇ ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ ପ୍ରଫେସର ଏସ ପି ସିଂ ବଘେଲ ଦ୍ବିତୀୟ ଦିନରେ ନୂଆପଡା ଜିଲ୍ଲାର ସ୍ବାଧୀନ ସଂଗ୍ରାମୀଙ୍କ ପୀଠସ୍ଥଳୀ ସଲିହା ସ୍ମୃତି ସ୍ତମ୍ବ ପରିଦର୍ଶନ କରିଛନ୍ତି।ସେଠାରେ ସଂଗ୍ରାମୀଙ୍କ ସଂଗ୍ରାମୀଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଗସ୍ତରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ସଂଗ୍ରାମୀଙ୍କ ପରିବାର ଜନ ଙ୍କୁ ସାକ୍ଷାତ କରିଥିଲେ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ