ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଂସଦ ପାଣ୍ଠି ରୁ ଭୂତ ନାଥ ମନ୍ଦିର ରେ ଶିଳାନ୍ୟାସ

  ଭବାନିପାଟଣା -:  ଆଜି ଭବାନୀପାଟଣା ପୁରୁଣାପଡା ପନ୍ଦର ନମ୍ବର ୱାର୍ଡ ର ଭୂତ ନାଥ ମନ୍ଦିର ପାଇଁ କଳାହାଣ୍ଡି ସାଂସଦ ଶ୍ରୀଯୁକ୍ତ ବସନ୍ତ ପଣ୍ଡା,ସାଂସଦ ପାଣ୍ଠିରୁ ଦୁଇ ଲକ୍ଷ ପଚାସ ହଜାର ଟଙ୍କା ଅନୁଦାନ ରାଶି ପ୍ରଦାନ  କରିଥିବାରୁ ପୁରୁଣା ପଡା ବାସୀଙ୍କ ତରଫ ରୁ ଶ୍ରୀ ପଣ୍ଡା ଙ୍କୁ ସାଧୁବାଦ ଅର୍ପଣ କରଛନ୍ତି ଓ ଉକ୍ତ ଶିଳାନ୍ୟାସ ଅବସରରେ ସାଂସଦ ଙ୍କ ପ୍ରତିନିଧି   ଶ୍ରୀ ଇନ୍ଦୁ ଭୂଷଣ ସାହୁ ଓ ୧୫ ନମ୍ବର ୱାର୍ଡର କାଉନସିଲର ଶ୍ରୀମତୀ ମାନସୀ ଜେନା , ବିଜେପି ଜିଲ୍ଲା ଯୁବମୋର୍ଚା ସମ୍ପାଦକ ମାନସ ଜେନା ପୂର୍ବତନ ଜିଲ୍ଲାପରିଷଦ ଶ୍ରୀମତୀ ପିଙ୍କି ସାହୁ ଅନିତା ବିଶ୍ୱାଳ, ଆଲୋକ ଡାକୁଆ,ପ୍ରଦୀପ ମହାରଣା , ଶିବ ଶଙ୍କର ବେହେରା,କୃଷ୍ଣ କଟା ,ଶିବ ରଞ୍ଜନ ପ୍ରଧାନ, ଦୁଖୀ ଶ୍ୟାମ ପ୍ରଧାନ ଓ ୱାର୍ଡର ବୟଜେଷ୍ଟ,ବ୍ୟକ୍ତି ମହିଳା ମାଁ ମାନଙ୍କ ଉପସ୍ଥିତରେ ନଡ଼ିଆ ଓ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରାଯାଇଥିଲା ।

  ଭବାନୀପାଟଣା ରୁ ଖିରୋଦ କୁମାର ମଙ୍ଗରାଜ ଙ୍କ ରିପୋର୍ଟ

Related posts

ପୋଲିସ ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ଦେବା ପରେ ବିଳମ୍ବିତ ରାତିରେ ହଟିଲା ରାସ୍ତା ଅବରୋଧ

ଗୋଲାମୁଣ୍ଡା ମଣ୍ଡଳ ବିଜେପି ପକ୍ଷରୁ ୧୫ ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ଉତ୍ସବ ପାଳନ

Sunil Chandra Nayak

ନବ କୁମାର ଦାସ ଙ୍କ କବିତା କଳା ଛାଇ

Sunil Chandra Nayak

Leave a Comment

error: Content is protected !!