ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ତହସିଲଦାରଙ୍କ ସରକାରୀ ଗୃହରେ ନାଗସାପ ଓ ଛୁଆ ଉଦ୍ଧାର

ରାଇରଙ୍ଗପୁର ତହସିଲଦାରଙ୍କ ସରକାରୀ ଗୃହରେ ନାଗସାପ ଓ ଛୁଆ ଉଦ୍ଧାର

ମୟୂରଭଂଜ – ୮/୦୯ — ରାଇରଙ୍ଗପୁର ତହସିଲଦାରଙ୍କ ସରକାରୀ ବାସଗୃହ ରୁ ନାଗ ସାପ ଏବଂ ଛୁଆ ସ୍ନେକ ହେଲପ୍ କର୍ମଚାରୀ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।ସୂଚନାଯୋଗ୍ୟ ରାଇରଙ୍ଗପୁର ତହସିଲଦାର ବିଶ୍ଵନାଥ ଵିଶ୍ବାଳ ଦିର୍ଘ ୩ ମାସ ହେଲା ପ୍ରଶିକ୍ଷଣ ପାଇଁ ଭୁବନେଶ୍ବର ଯାଇଥିଲେ ।ଆସନ୍ତାକାଲି ସେ ନିଜ କାର୍ଯ୍ଯରେ ଯୋଗଦାନ କରିବେ ।ଏଥିପାଇଁ ଆଜି ତହସିଲ ରାଜସ୍ବ ପର୍ଯ୍ୟବେକ୍ଷକ ଇଂ ନିହାର ରଞ୍ଜନ ପାତ୍ର,ଏବଂ ସଫେଇ କର୍ମଚାରୀ ତାଙ୍କ ବାସ ଭବନକୁ ଯାଇଥିଲେ । ସଫେଇ କର୍ମଚାରୀ କବାଟ ଖୋଲି ସଫେଇ ପାଇଁ ଉଦ୍ୟମ ହେଉଥିବାବେଳେ ଘର ଭିତରୁ ସୁଁ ସୁଁ ଶବ୍ଦ ଶୁଣି ଡରି ଯାଇଥିଲେ । ପରେ ଡରି ଯାଇ ସ୍ନେହ ହେଲପ୍ ଲାଇନକୁ ଫୋନ କରିଥିଲେ ।ସ୍ନେହ ହେଲପ ଲାଇନ ଚିରଞ୍ଜିବୀ ସିଂ ଘଟଣାସ୍ଥଳରେ ପହଞ୍ଚି ଏକ ନାଗ ସାପ ଏବଂଛୁଆକୁ ଧରି ଦୁବୁଲାଵେଡା ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇ ଆସିଥିଲେ ।ଆହୁରି ମଧ୍ୟ ଛୋଟ ସାପ ଛୁଆ ମଧ ଅଛନ୍ତି ବୋଲି ଆଶା କରାଯାଉଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

୨୬ ରେ ସଚେତନ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ଓ ଆଲୋଚନାସଭା

Sunil Chandra Nayak

ଗ୍ରାମ୍ୟ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ରାତ୍ରିରେ ଚାଲୁଛି ପିଚୁ କାମ ! ଗ୍ରାମବାସୀଙ୍କ ଅଭିଯୋଗ

ଲୋକକଳା ପାଇଁ ଦିନଟିଏ “କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!