ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯେ. ପି ଟ୍ରଷ୍ଟ ପକ୍ଷରୁ ରାଇଘର ମିନି ଷ୍ଟାଡିୟମ ଠାରେ ଫୁଟବଲ ଟୁର୍ଣାମେଣ୍ଟ ଅନୁଷ୍ଠିତ

ଯେ. ପି ଟ୍ରଷ୍ଟ ପକ୍ଷରୁ ରାଇଘର ମିନି ଷ୍ଟାଡିୟମ ଠାରେ ଫୁଟବଲ ଟୁର୍ଣାମେଣ୍ଟ ଅନୁଷ୍ଠିତ

ନବରଙ୍ଗପୁର:(୧୪|୯)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରେ ଜୟଦେବ ପରିଡା ଟ୍ରଷ୍ଟ ତରଫରୁ ଫୁଟବଲ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଛତାବେଡା, ସୋନପୁର ଡି ଏନ କେ,ଡୁମୁରିମୁଣ୍ଡା, ରାଇଘର, ସରଗୁଲି, ଭାରଶୁଣ୍ଡି, ନାକଟିସିମଡା ଦଳ ଭାଗ ନେଇଥିଲା lଏହି ଟୁର୍ଣାମେଣ୍ଟ ରେ ବିଶେଷ ଅତିଥି ଭାବେ ନିରଞ୍ଜନ ମହାନ୍ତି ଏବଂ ଉର୍ମିଳା ମହାନ୍ତି ଯୋଗ ଦେଇଥିବାବେଳେ ମୁଖ୍ୟ ଅତିଥିରୂପେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ସାଂସଦ ପ୍ରତିନିଧି ଉମରକୋଟ ରାମ ନାୟକ,ରାଇଘର ସାଂସଦ ପ୍ରତିନିଧି ପ୍ରୀତିସ୍ନିଗ୍ଧା ଯୋଗ ଦେଇଥିଲେ l ବିଜେତା ଉପସ୍ଥିତ ରହି ଏହି ଟୁର୍ଣାମେଣ୍ଟରେ କିଭଳି ଭାବେ ସୁନ୍ଦର ଭାବେ ଖେଳ କୁ ଦର୍ଶକ ମନୋରଞ୍ଜନ ସହ ଉପଭୋଗ କରିବେ ସେଥିପ୍ରତି ସଜାଗ ରହିଥିଲେ, ଶେଷରେ ଫାଇନାଲ ଖେଳ ରାଇଘର ଏବଂ ସରଗୁଲି ଭିତରେ ହୋଇଥିବା ବେଳେ ରାଇଘର ଦଳ ବିଜେତା ହୋଇଥିଲେ l

Related posts

ଯୋଡ଼ାବନ୍ଧଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ

Sunil Chandra Nayak

କିଡିଙ୍ଗ ଛକ ନିକଟରେ ବୁଲକନରକୁ ସାଇଡ୍ ଦେବା ବେଳେ ଚାଷ ଜମିରେ ଓଲଟିଲା କୋଇଲା ବୋଝେଇ ଟ୍ରକ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୮୦ତମ ସ୍ୱାଧୀନତା ଦିବସ -୨୦୨୬ ପାଳିତ

Sunil Chandra Nayak

Leave a Comment

error: Content is protected !!