ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ଦଶନ୍ଧୀ ଧରି ଓଡିଶାବାସୀ ସାମ୍ନା କରିଥିବା ୧୦ଟି ଝଡ….

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA) ର ସରକାରୀ ରେକର୍ଡରେ ଦର୍ଶାଯାଇଛି ଯେ ୨୨ ବର୍ଷ ମଧ୍ୟରେ ଓଡ଼ିଶା ନିକଟବର୍ତ୍ତୀ ଜୱାଦ ସମେତ ୧୦ ଟି ବାତ୍ୟାର ସମ୍ମୁଖୀନ ହୋଇଛି।

ଘୂର୍ଣ୍ଣିବଳୟ ଏବଂ ଓଡିଶା ଏକ ଦୀର୍ଘ ଦିନର କଥା। ଓଡିଶା ସହିତ ବାତ୍ୟାର ବହୁ ପୁରୁଣା ସଂପର୍କ। ଅଧିକାଂଶ ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବେଳେ ଓଡିଶାରେ ଅବତରଣ କରିଥାଏ। ଏହିସବୁ ବାତ୍ୟାରେ ଓଡିଶା ଅନେକ ଧନ ଜୀବନ ହରେଇଛି। କେଉଁଠି ପରିବାର ମାଟିରେ ମିଶିଯାଇଛି ତ ପୁଣି କେଉଁଠି ବାପା-ମା’ ଛେଉଁଣ୍ଡ ହୋଇଯାଇଛି ପିଲା। କିଏ ଜୀବନର ସମସ୍ତ ସଞ୍ଚିତ ଧନ ହରେଇଛି ତ ପୁଣି କିଏ ଦାଣ୍ଡର ଭିକାରି ହୋଇଯାଇଛି।

୧୯୯୯ର ମହାବାତ୍ୟା…..

୧୯୯୯ ମହାବାତ୍ୟାର ସ୍ମୃତି ଏବେ ବି ସତେଜ ହୋଇ ରହିଛି। ପବନର ବେଗ କେତେ ଥିଲା ସେତେବେଳେ ତାହା ଭୁବନେଶ୍ୱରର ପାଣିପାଗ କେନ୍ଦ୍ର ପାଖରେ ସଠିକ୍ ଖବର ନ ଥିଲା। କାରଣ ସେତେବେଳେ ଉପଲବ୍ଧ ଆନିମୋମିଟରର କ୍ଷମତା ବାହାରେ ଥିଲା ପବନର ବେଗ। ଏଥିରେ ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନହାନି ଘଟିଥିଲା।

୨୦୧୩ର ଫାଇଲିନ….

ଅକ୍ଟୋବର ୧୨, ୨୦୧୩ରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟରେ ବାତ୍ୟା ଫାଇଲିନ କରାଳ ରୂପ ଦେଖାଇଥିଲା।। ୧୯୯୯ ପରେ ଏହା ଭାରତର ଦ୍ୱିତୀୟ ଶକ୍ତିଶାଳୀ ଟ୍ରପିକାଲ୍ ସାଇକ୍ଲୋନନ୍ ଭାବରେ ପରିଣତ ହୋଇଥିଲା। ପବନର ବେଗ ୧୪୦କିମି ଥିବା ବେଳେ ୫,୫୦,୦୦୦ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଥିଲା। ସରକାରର “ଜିରୋ କାଜୁଆଲିଟି” ଯୋଗୁଁ ଅନେକ ଜୀବନ ରକ୍ଷା ପାଇଯାଇଥିଲା। ସରକାରୀ ରିପୋର୍ଟ ଅନୁସାରେ ଏଥିରେ ମାତ୍ର ୨୩ ଜଣ ଲୋକଙ୍କ ଜୀବନ ହାନି ହୋଇଥିଲା।

୨୦୧୪ରେ ପୁଣି ଏକ ବାତ୍ୟା ଫାଇଲିନ୍ ରୂପେ ଆସିଲା। ଏହି ଘୂର୍ଣ୍ଣିବଳୟ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍‌ରେ ହିଟ୍ ହୋଇଥିଲେ ମଧ୍ୟ ଓଡ଼ିଶା ପ୍ରବାବିତ ହୋଇଥିଲା। ଆନ୍ଧ୍ରପ୍ରଦେଶରେ ଏହା ପ୍ରଭାବ ଭୟଙ୍କର ଥିବା ବେଳେ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ ପବନର ବେଗ ପ୍ରାୟ ୯୦ କିଲୋମିଟ ଥିଲା। ସରକାରୀ ସୂଚନା ଅନୁସାରେ ରାଜ୍ୟରେ ଆହତଙ୍କ ସଂଖ୍ୟା ମାତ୍ର ଦୁଇ ଥିଲା।

୨୦୧୮ର ତିତିଲି….

ପରବର୍ତ୍ତୀ ସମୟରେ, ୨୦୧୮ରେ ଆସିଥିଲା ବାତ୍ୟା ତିତିଲି । ପାଣିପାଗ ବ୍ୟବସ୍ଥା ଅପ୍ରତ୍ୟାଶିତ ଭାବରେ ଗତିପଥ ବଦଳାଇ ଗଜପତି ଜିଲ୍ଲାରେ ପ୍ରବେଶ କରିଥିଲା, ଯେଉଁଠାରେ ବିପର୍ଯ୍ୟୟର ମୁକାବିଲା ପାଇଁ କୌଣସି ବଡ଼ ପ୍ରସ୍ତୁତି କରାଯାଇ ନଥିଲା। ତେତେ ଜିଲ୍ଲାରୁ ପ୍ରାୟ ୩,୦୦,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଘୂର୍ଣ୍ଣିବଳୟ ସହିତ ପ୍ରବଳ ବର୍ଷା ଓ ଭୂସ୍ଖଳନ ହେତୁ ଓଡିଶାରେ ପ୍ରାୟ ୭୭ ଜଣଙ୍କର ମୃତ୍ୟୁ ହୋଇଥିଲା।

୨୦୧୯ର ଫନି….

ପରବର୍ତ୍ତୀ ବର୍ଷରେ ବାତ୍ୟା ଫନୀ ଓଡିଶାରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ଏହା ଅବତରଣ କରିବାର ଗୋଟିଏ ଦିନ ପୂର୍ବରୁ ୨ ମେ ୨୦୧୯ରେ ଏହାର ଶିଖର ତୀବ୍ରତାରେ ପହଞ୍ଚିଥିଲା। ୪ଟି ପ୍ରମୁଖ ବାତ୍ୟା ଭିତରରେ ପନୀର ସ୍ଥାନ ଅନ୍ୟତମ। ସର୍ବାଧିକ ପବନର ବେଗ ୨୦୯-୨୫୧ କିଲୋମିଟର ପର୍ଯ୍ୟନ୍ତ ରହିଥିଲା। ଏହି ବାତ୍ୟାରେ ରାଜ୍ୟରେ ପ୍ରାୟ ୬୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବିଦ୍ୟୁତ୍ ଯୋଗାଣ ଏବଂ ଟେଲି ଯୋଗାଯୋଗ ଉପରେ ପ୍ରତିକୂଳ ପ୍ରଭାବ ପଡିଥିଲା।

ନଭେମ୍ବର ୨୦୧୯ରେ ଅତ୍ୟଧିକ ଭୟଙ୍କର ଘୂର୍ଣ୍ଣିଝଡ ବୁଲ୍‌ବୁଲ୍‌ ପୂର୍ବ ରାଜ୍ୟକୁ ଧକ୍କା ଦେଇଥିଲା। ଏହା ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡରେ ନଭେମ୍ବର ୯ରେ ଅବତରଣ କରିଥିଲା। ପ୍ରବଳ ବର୍ଷା ସାଙ୍ଗରୁ ପବନର ବେଗ ପ୍ରାୟ ୧୩୫କ୍ମି ଥିଲା। ଏଥିରେ ଓଡିଶାର ପ୍ରାୟ ୪୯୦ ହଜାର ଏକର ଚାଷ ଜମି ନଷ୍ଟ ହୋଇଥିଲା। ସରକାରୀ ରିପୋର୍ଟ ଅନୁସାରେ ଏହି ଝଡ଼ରେ ପ୍ରାୟ ଦୁଇ ଜଣ ପ୍ରାଣ ହରାଇଥିଲେ।

୨୦୨୦ର ଅମ୍ଫାନ….

୨୦୨୦ରେ ବାତ୍ୟା ଅମ୍ଫାନ୍ ମଧ୍ୟ ଓଡିଶା ଏବଂ ପଶ୍ଚିମବଙ୍ଗରେ ପ୍ରାଣଘାତୀ ହୋଇଥିବା ବେଳେ ଅନେକ ସମ୍ପତ୍ତି ନଷ୍ଟ ହୋଇଥିଲା। ଏହା ମେ ୨୦ରେ ପଶ୍ଚିମବଙ୍ଗର ବଖାଲି ନିକଟରେ ଅବତରଣ କରିଥିଲା। ଏହି ବାତ୍ୟା ୯୮୩୩ ଗାଁ ଓ ୨୨ ଟି ସହରାଞ୍ଚଳରେ ୪୪.୪୫5 ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥିବା ଓଡିଶା ସରକାର କହିଥିଲେ।

୨୦୨୧ର ୟାସ….

୨୦୨୧ ମେ ମାସରେ ବାତ୍ୟା ୟାସ୍ ଓଡିଶାର ଧାମରାକୁ ଧକ୍କା ଦେଇଥିଲା ଓ ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହି ଘୂର୍ଣ୍ଣିବଳୟ ମେ ୨୬ ସକାଳେ ଓଡିଶାର ବାଲେସୋର ଜିଲ୍ଲାରେ ଅବତରଣ କରି ୧୧,୦୦୦ ଗାଁର ୬୦ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥିଲା ​​ଏବଂ ୬୧୦ କୋଟି ଟଙ୍କା ଆର୍ଥିକ କ୍ଷତି ଘଟାଇଥିଲା।ବାତ୍ୟା ଗୁଲାବ…..

ଏହାର କିଛି ମାସ ପରେ ଅର୍ଥାତ୍ ସେପ୍ଟେମ୍ବରରେ ଘୂର୍ଣ୍ଣିବଳୟ ଗୁଲାବ ଓଡିଶା-ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ପ୍ରବଳ ବର୍ଷା କରିଥିଲା।​ ବାତ୍ୟା ଗୁଲାବର ପରବର୍ତ୍ତି ସମୟ ଏକ ନିଆରା ପାଣିପାଗ ସହିତ ବାତ୍ୟା ଶାହିନ୍‌ର ରୂପ ନେଇଥିଲା। ଏହି ନାମ କ୍ୱାତର ଦ୍ୱାରା ଦିଆଯାଇଥିଲା। ଗୁଲାବ ନାମକୁ ପାକିସ୍ତାନ ପ୍ରସ୍ତାବ ଦେଇଥିଲା। ବିଭିନ୍ନ ରାଜ୍ୟ ତଥା ପଡୋଶୀ ଦେଶରୁ ୨୦ରୁ ଅଧିକ ଲୋକ ବାତ୍ୟା ଗୁଲାବରେ ମୃତ୍ୟୁବରଣ କରିଥିଲେ। ରେକର୍ଡରେ ଦର୍ଶାଯାଇଥିଲା ଯେ ଓଡିଶାରେ କୌଣସି ମୃତ୍ୟୁ ହୋଇ ନଥିଲା।

ବାତ୍ୟା ଜୱାଦ….

ପ୍ରାୟ ୧୦୦ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରଥମ ଶୀତକାଳୀନ ଘୂର୍ଣ୍ଣିବଳୟ ଭାବେ ଜୱାଦ୍ ଆସିଥିଲା। ତେବେ ଏହାର ପ୍ରଭାବ ସେତେ ଅଧିକ ନଥିଲା। ଏହା ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା କରିଥିବା ବେଳେ ଓଡିଶାର ଗଞ୍ଜାମ, ପୁରି, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡାରେ ମଧ୍ୟ ପ୍ରବଳ ବର୍ଷିଥିଲା।

ଆଉ ଏବେ ପୁଣି ଆସୁଥିବା ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ବାସୀ ଭିତକ୍ରସ୍ତ….

ଵିଦ୍ୟାଧର ସାହୁଙ୍କ(ସଂଗୃହୀତ)ରିପୋର୍ଟ….

Related posts

ଆଜି ଓଡ଼ିଆ ସାମ୍ବାଦିକତା ଦିବସ

Sunil Chandra Nayak

୪୯୩.୬୨ କୋଟିର ୬ଟି ପ୍ରକଳ୍ପକୁ ଅନୁମୋଦନ ଦେଲେ ରାଜ୍ୟ ସରକାର; ନିଯୁକ୍ତି ପାଇବେ ୧,୩୧୭ ଜଣ

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ଓଡ଼ିଆ ସଂସ୍କୃତି ପଣା ସଂକ୍ରାନ୍ତି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort