ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓ .ସେ .ପା.ଆନୁକୁଲ୍ୟରେ ବ୍ଲକ ଓସ୍ଵାନ କନଫରେନ୍ସ ହଲ ରେ ଶିକ୍ଷା ପାଇଁ ସଚେତନତା କର୍ମଶାଳା   

ଓ .ସେ .ପା.ଆନୁକୁଲ୍ୟରେ ବ୍ଲକ ଓସ୍ଵାନ କନଫରେନ୍ସ ହଲ ରେ ଶିକ୍ଷା ପାଇଁ ସଚେତନତା କର୍ମଶାଳା            

ନବରଙ୍ଗପୁର:(୨୭|୧୦)(ମ ନି ସ) ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଶିକ୍ଷା ଅଧିକାରୀଙ୍କ ଆନୁକୁଲ୍ୟରେ ବ୍ଲକ ଓସ୍ଵାନ କନଫରେନ୍ସ ହଲରେ ଶିକ୍ଷା ପାଇଁ ସଚେତନତା କର୍ମଶାଳା ଅନୁଷ୍ଠିତହୋଇଯାଇଛି। ଏହି ଅବସରରେ ଏ.ବି.ଇ.ଓ. ସୁଦର୍ଶନ ନାୟକ, ପୂର୍ଣ୍ଣଚନ୍ଦ୍ର ପୂଜାରୀ , ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନଙ୍କ ମଧ୍ୟରେ ଡାବୁଗାଁ ବ୍ଳକ ଗୁପ୍ତେ ପ୍ରସାଦ ନାଗ, ପାପଡ଼ାହାଣ୍ଡି ବ୍ଳକ ମନୋଜ ମାଝୀ, ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ଓ ନରହରି ମାଝୀ ଅନ୍ୟାନ୍ୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୁଖ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ଓ ଶୈକ୍ଷିକ ପ୍ରାଧିକରଣ ବିଭାଗ, ଓଡ଼ିଶା- ପ୍ଲାଟ ଫର୍ମରେ ଉପସ୍ଥିତ ଥିଲେ । ଓ. ସେ .ପା . ଓଡ଼ିଶା ତରଫରୁ ଓସ୍ଵାନ ପ୍ଲାଟ ଫର୍ମ ରେ – ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଦ୍ୟାଳୟକୁ ପରିଦର୍ଶନ ରେ ଶୈକ୍ଷିକ ସହାୟତା, ଶିକ୍ଷଣ ସୋପାନ ରେଜିଷ୍ଟ୍ରାର, ପଢ଼ିବା ଗଢ଼ିବା ଓଡିଶା, ନିପୁଣ ବିଦ୍ୟାଳୟ, ମାସିକ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସ୍ତରୀୟ ବୈଠକ, ଯାଦୁ ପେଡ଼ି, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପରୀକ୍ଷା ବାବଦରେ ଆଲୋଚନା କରାଯାଇ ଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରତି ଶୁକ୍ରବାର ହସ୍ତତନ୍ତ ବସ୍ତ୍ର ପରିଧାନ 

masiha

ରାଇରଙ୍ଗପୁର ପ୍ରସିଦ୍ଧ ପୂର୍ଣେଶ୍ବର ଶୈବପୀଠରେ ଦୈବୀ ମିଳନର ଅନ୍ୟନ୍ୟ ପର୍ବ ଶିବ ଵିଵାହ

masiha

ଶିବ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!