ଗୋଲାମୁଣ୍ଡା /ମସିହା/୬/୫/ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ସ୍ଥିତ ନାଦୋଳ ଗ୍ରାମର ସ୍ବର୍ଗତ ନୀଳକଣ୍ଠ କରଙ୍କ ଆଜି ପୁଣ୍ୟନୁମୋଦନ କାର୍ଯ୍ୟ କ୍ରମ ସମ୍ପୂର୍ଣ୍ଣ ହୋଇ ଯାଇଛି, ସେ ଥିଲେ ଜଣେ ବିଶିଷ୍ଟ ଶିକ୍ଷାବିତ, ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ, ସମାଜ ସଂସ୍କାରକ, ସମତାବାଦୀ ଓ ମାନବତା ବାଦୀ ଥିଲେ, ସେ ଗତ ତା୦୧/୦୭/୧୯୪୮ରେ ଜନ୍ମଗ୍ରହଣ କରିଥିବା ବେଳେ ତା୨୭/୦୪/୨୦୨୨ରିଖ ଦିନ ମହାପରିନିର୍ବାଣ ହୋଇଥିଲା ଏବଂ ଆଜି ସକାଳ୧୦ ଘଣ୍ଟିକା ରେ ତାଙ୍କର ଶୋକାକୁଳରୁ ଧୀମାନ ଯତୀନ୍ଦ୍ର କର, ରାଜେନ୍ଦ୍ର କର, ଲବଣି କର, ନରେଶ କର ଓ ପରିବାର ବର୍ଗ ଏବଂ ବହୁ ସଂଖ୍ୟକ ଭାବେ ବନ୍ଧୁ ପରିଜନଙ୍କ ଉପସ୍ଥିତ ରେ ସ୍ମୁତୀଚାରଣ ଓ ସଙ୍ଘ ଦ୍ୱାରା ପୁଣ୍ୟାନୁ ମୋଦନ ସହ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା ।
ରାମକୁମାର ସେନାପତି