ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟୀୟଏକତା ଦିବସରେସଂସାରଫଳ ଗ୍ରାମାଞ୍ଚଳ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ ଙ୍କ ସଂଯୋଜନା ରେ ଗଣ ଦୌଡ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ରାଷ୍ଟୀୟଏକତା ଦିବସରେସଂସାରଫଳ ଗ୍ରାମାଞ୍ଚଳ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ ଙ୍କ ସଂଯୋଜନା ରେ ଗଣ ଦୌଡ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

କେନ୍ଦ୍ରାପଡ଼ା : ଭାରତର ଲୋହ ମାନଵ ଅଖଣ୍ଡ ଭାରତ ର ନିର୍ମାତା ଭାରତ ରତ୍ନ ସର୍ଦାର ପଟେଲ ଙ୍କ ଜୟନ୍ତୀ ରେ ସାରା ଭାରତ ରେ ରାଷ୍ଟୀୟ ଏକତାଦିବସ ପାଳନ ଅବସରରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିକାରୀ ଙ୍କ ସଂଯୋଜନା ରେ ଚନ୍ଦନନଗର ପଦ୍ମ ଲୋଚନ ବିଦ୍ୟାପୀଠ ରୁ ଗଣ ଦୌଡ ର ଶୁଭ ଆରମ୍ଭ କରା ଯାଇଥିଲା, ଏହି ଗଣ ଦୌଡ଼ ନୂତନ ଥାନା ନିକଟରେ ଶେଷ ହୋଇଥିଲା  ।

ଏହିଗଣ ଦୌଡ ଶେଷରେ ଏକ ପଥ ପ୍ରାନ୍ତ ସଭା କରାଯାଇଥିଲା! ଏହାର ଉଦେଶ୍ୟ ସମ୍ପର୍କ ରେ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ ବିସ୍ତୁତ୍ୱ ଭାବେ ଛାତ୍ର ଛାତ୍ରୀ ଓ ସମବେତ ଜନତାଙ୍କୁ ଅବଗତ କରିଥିଲେ!ପରେ ପରେ ପଦ୍ମଲୋଚନ ବିଦ୍ୟା ପୀଠ ଚନ୍ଦନନଗର ଓ ନିମପୁର ହାଇସ୍କୁଲ ପରିସରରେ ଥାନା ତରଫରୁ ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ବିଭାଗ ର ପ୍ରତିଯୋଗୀତା କରାଯାଇଥିଲା ଶେଷରେ କୃତିତ୍ୱ ଅର୍ଜନ କରିଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ରାଷ୍ଟୀୟ ଏକତା ଦିବସପାଳନ ର ଆବଶ୍ୟକକତା ଓ ଓଡିଶା ସମେତ ଅଖଣ୍ଡ ଭାରତ ପାଇ ଆଜିର ସମାଜରେ କଣ ଆବଶ୍ୟକତା ସମ୍ପର୍କ ରେ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ, ଅନେକ ଉପlଦେୟ ତଥ୍ୟ ସମବେତ ଜନତା ଓ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ, ପଦ୍ମଲୋଚନ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ହେମନ୍ତ କୁମାର ରାଉତ ନିମ ପୁର,ଶାସନର ପ୍ରଧାନ ଶିକ୍ଷକ ତପନ କୁମାର ରାୟ ଛାତ୍ରଛାତ୍ରୀ ମାନଙ୍କୁ ଆଜିର କାର୍ଯ୍ୟକ୍ରମ ପାଇ ଥାନା ଅଧିକାରୀ ମାନଙ୍କୁ ଅନେକ ପ୍ରଶଂସା କରିଥିଲେ!

ଏହି କାର୍ଯ୍ୟକ୍ରମ ରେ ଯୁବନେତା, ତଥା 17ନମ୍ବର ଜୋନ ମଣ୍ଡଳ ସଭାପତି ସ୍ୱlଗତ ଦାଶ, ଯୁବ ନେତା ତ୍ରିଲୋଚନ ସ୍ୱାଇଁ, ଯୁବ ନେତା ହୁଷିକେଶ ଜେନା,18ନମ୍ବର ଜିଲ୍ଲା ପରିଷଦ ମଣ୍ଡଳ ସଭାପତି ଉଦୟ ଶଙ୍କର ଦାସ, ଯୁବ ନେତା ସଙ୍ଗମ ନାୟକ, ସମୀର କୁମାର ପ୍ରଧାନ, , ଭୀମସେନ, ରାକେଶ ନାୟକ, ପ୍ରଦୀପ ପ୍ରଧାନ ବିପିନ ନାୟକ,ବ୍ରଜ କିଶ୍ବର ପ୍ରଧାନ ଦୁଇ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଉତିକଣ ଅଂଚଳ ର ବହୁ ସମାଜ ସେବି, ଯୁବକ ମହିଳା ସାମିଲୀ ହୋଇଥିଲେ!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଧର୍ମଗଡ ବ୍ଲକ ରେ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

ମୃତକଙ୍କ ଘରେ ପହଞ୍ଚି ପରିବାରଙ୍କୁ ସମବେଦନା ଜଣାଇଲେ ସୁଖଦୁଃଖର ସାଥୀ ଅଶୋକ

masiha

ଡାବୁଗାଁ ଠାରେ ଜିଲା କ୍ଷତ୍ରିୟ ସମାଜ ବୈଠକ 

masiha

Leave a Comment

error: Content is protected !!