ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜ଼ିଲ୍ଲା ବିଜୁ ମହିଳା ମୋର୍ଚ୍ଚା ତରଫରୁ ସରବତ ପାଣି ବଣ୍ଟନ

ଭବାନୀପାଟଣା:୧୦/୫- ମ.ନି.ସ:- ଆଜି ଭବାନୀପାଟଣା ଷ୍ଟେଛୁଛକ ଠାରେ ବିଜେଡି ମହିଳା ଦଳ ସଭାନେତ୍ରୀ ଶ୍ରୀମତୀ ଲଳିତା ନାଏକଙ୍କ ନେତୃତ୍ୱରେ ବିଜୁ ମହିଳା ଦଳ ତରଫରୁ ସରବତ ଜଳ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି,ଗ୍ରୀଷ୍ମର ପ୍ରଖର ତାତିରେ ଲୋକେ ଜଳଟିକକ ପାଇଁ କେତେ ଯେ ହନ୍ତସନ୍ତ ହେଉଥିବା ବେଳେ ବିଜୁ ମହିଳା ଦଳ ଲୋକଙ୍କୁ ଜଳ ସେବା ଯୋଗାଇ ଲୋକଙ୍କ ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଯାଇଛନ୍ତି। ଏଥିରେ ହଜାର ହଜାର ଲୋକଙ୍କୁ ପାନୀୟ ଜଳ ପିଇବା ପାଇଁ ବ୍ଯବସ୍ତା କରାଯାଇଥିଲା। ଭବାନୀପାଟଣା ସହରରେ ଟାଣ ଖରା ସାଙ୍ଗରେ ଚାଳିଶରୁ ଅଧିକ ଡିଗ୍ରୀ ଥିବାବେଳେ ଦୂର ଦୁରାନ୍ତରରୁ ସାପ୍ତାହିକ ବଜାର କରିବା ପାଇଁ ଜନସାଧାରଣ ଆସି ଥିଲେ, ସେମାନଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ଯେ ଆମେ ଦଶବାର କିଲୋମିଟର ଦୂରରୁ ସାପ୍ତାହିକ ବଜାର କରିବାକୁ ଆସିଥାଉଁ ଏହି ଭୀଷଣ ଖରା ଯୋଗୁଁ ଆମ୍ଭେ ଶୋଷିଲା ହୋଇପଡୁ, ଏହା ଫଳରେ ପନ୍ଦର କୋଡିଏ ଟଙ୍କାର ସର୍ବତ ପାଣି କିମ୍ବା ଅନ୍ଯାନ୍ଯ ପାନୀୟ ଜଳ କିଣି ପିଇବା ପାଇଁ ବାଧ୍ୟ ହୋଇଥାଉଁ। କିନ୍ତୁ ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ଆମ୍ଭମାନଙ୍କୁ ଯେଉଁ ସରବତ ପାଣି ଯୋଗାଇ ଦେବା ବ୍ୟବସ୍ତା କରିଛନ୍ତି, ତାହା ଉପରେ ଆମେ ସମସ୍ତେ ବହୁତ ଖୁସି ରହିଅଛୁ। ଉକ୍ତ ଜଳ ସେବାରେ ଲୋକଙ୍କ ଭିଡ଼ ଜମିଥିଲା। ଯାନବାହନ ଚଳାଚଳରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଲୋକଙ୍କର ଚଳପ୍ରଚଳ ପ୍ରତି ବିଶେଷ ଭାବରେ ପ୍ରଭାବ ପକେଇ ଦେଇଥିଲ। ଖଇଫୁଟା ଟାଣ ଖରାରେ ଲୋକେ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ମାଗଣା ସରବତ ପାଣି ପିଇ ଗରିବ ଲୋକେ ବହୁତ ଖୁସି ଅନୁଭବ କରୁ ଥଲେ, ଏହି ଜଳ ସେବା ରେ ଭବାନୀପାଟଣାର ଅଠର ଜଣ କାଉନସିଲ,ବିଜେଡିର ଅନ୍ଯାନ୍ଯ କର୍ମକର୍ତ୍ତା ସହଯୋଗ କରିଥିବା ଜଣାପଡ଼ିଛି

କ୍ଷୀରୋଦ ମଙ୍ଗରାଜ ଙ୍କ ରିପୋର୍ଟ

 

Related posts

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ତରଫରୁ  ମୃତକ ଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ପରିବାରବର୍ଗକୁ ସମବେଦନା ଜ୍ଞାପନ

କୋକସରା ବ୍ଲକ ସଭାଗୃହ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଲଗାଣ ବର୍ଷାରେ ପୁଣି ଧୋଇଗଲା ଆପ୍ରୋଚ ପୋଲ..ଜୁନାଗଡ଼-ଧର୍ମଗଡ଼ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort