ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭକ୍ତଙ୍କୁ ଭିଆଇପି (VIP) ଦର୍ଶନ କରାଇଦେବା ନାଁ ରେ ଲୁଟୁଥିବା ଠକମାନଙ୍କ ଉପରେ  କଡ଼ା ଆକ୍ସନ

ଭକ୍ତଙ୍କୁ ଭିଆଇପି (VIP) ଦର୍ଶନ କରାଇଦେବା ନାଁ ରେ ଲୁଟୁଥିବା ଠକମାନଙ୍କ ଉପରେ  କଡ଼ା ଆକ୍ସନ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ସାବଧାନ! ଆଉ ଚଳିବନି ଦଲାଲିରାଜ୍। ଭକ୍ତଙ୍କୁ ଭିଆଇପି (VIP) ଦର୍ଶନ କରାଇଦେବା ନାଁ ରେ ଲୁଟୁଥିବା ଠକମାନଙ୍କ ଉପରେ ଏବେ କଡ଼ା ଆକ୍ସନ ନେଇଛି ପୁରୀ ପୋଲିସ।ମାତ୍ର ୫ ଦିନ ଭିତରେ ସହରର ବିଭିନ୍ନ ସ୍ଥାନରୁ ୧୧ ଜଣ ଶ୍ରୀମନ୍ଦିର ଦଲାଲ୍‌ଙ୍କୁ ଗିରଫ କରି ଜେଲ୍ ପଠାଇଛି ପୁଲିସ। ଶ୍ରୀମନ୍ଦିର ପ୍ରଶାସନ ଏବଂ ପୋଲିସର ମିଳିତ ସ୍ପେଶାଲ୍ ସ୍କ୍ୱାଡ୍ ଦ୍ୱାରା ଏହି ଚଢ଼ାଉ କରାଯାଇଛି।

ଜିତେନ୍ଦ୍ର କୁମାର ସାବୁତ ଙ୍କ ରିପୋର୍ଟ୍ 

Related posts

ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ 

ଜିଲ୍ଲା ରେ 5T ସ୍କୁଲ୍ ର ରୂପାନ୍ତରି କରଣ ଉତ୍ସବ ସମ୍ପନ୍ନ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!