ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ବନାଞ୍ଚଳ ତରଫରୁ ବାଦଲଦେଇ ଗ୍ରାମ୍ୟଜଙ୍ଗଲ ଜମି ରେ ତିନି ହଜାର ବୃକ୍ଷ ରୋପଣ 

ଜୁନାଗଡ଼ ବନାଞ୍ଚଳ ତରଫରୁ ବାଦଲଦେଇ ଗ୍ରାମ୍ୟଜଙ୍ଗଲ ଜମି ରେ ତିନି ହଜାର ବୃକ୍ଷ ରୋପଣ 

ଜୁନାଗଡ଼୮/୭ (ମନୀ ସ ), କଳାହାଣ୍ଡି ଜିଲ୍ଲା ର ଦକ୍ଷିଣ ବନଖଣ୍ଡ ଅଧିନସ୍ଥ ଜୁନାଗଡ଼ ବନାଞ୍ଚଳ ଅନ୍ତର୍ଗତ ନାନ୍ଦୋଳ ଗ୍ରାମପଂଚାୟତ ର ବାଦଲଦେଇ ଗ୍ରାମ୍ୟ ଜଙ୍ଗଲ ଜମିରେ ସାପ୍ତାହିକ ବନ ମହୋତ୍ସବ ପାଳନ ଅବସରରେ  ଜୁନାଗଡ଼ ବନାଞ୍ଚଳ ଅଧିକାରୀ ସିମାଞ୍ଚଳ ମିଶ୍ର ଙ୍କ ତତ୍ତ୍ୱଆବଧାନ ରେ ତିନି ହଜାର ବୃକ୍ଷ ରୋପଣ କରାଯାଇଥିଲାl ଉକ୍ତ କାର୍ଯ୍ୟକ୍ରମ ରେ ପ୍ରକୃତିବନ୍ଧୁ ଯତୀନ୍ଦ୍ର କର ସଭାପତି ଅଶ୍ୱିନୀ କୁମାର କଳାହାଣ୍ଡି ବୈଦ୍ୟ ସଂଘ, ପଦ୍ମଶ୍ରୀ ପଟାୟତ ସାହୁ ସମ୍ପାଦକ ଅଶ୍ୱିନୀ କୁମାର କଳାହାଣ୍ଡି ବୈଦ୍ୟ ସଂଘ, ସରପଞ୍ଚ ନିରଞ୍ଜନ ମାଝୀ, ଫରେଷ୍ଟର କାଁହୁଚରଣ ତ୍ରିପାଠୀ, ଫୋରେଷ୍ଟର ବଳରାମ ଭୋଇ, ହର୍ଟିକଲଚର କର୍ମଚାରୀ ମହେଶ୍ୱର ରଣା, ଫରେଷ୍ଟ ଗାର୍ଡ କର୍ମଚାରୀ ଗଣ, ସାମ୍ବାଦିକ ଧିରେନ୍ଦ୍ର ସୁନାନୀ ଓ ଗ୍ରାମବାସୀ ଉପସ୍ଥିତି ରେ ବୃକ୍ଷ ରୋପଣ ସମ୍ପାଦନ କରାଯାଇଥିଲା l

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବ୍ରିଜରୁ ଖସିପଡ଼ିଲା ହାଇବା ଗାଡି ! ଡ୍ରାଇଭର, ହେଲଫର ଗୁରୁରର

Sunil Chandra Nayak

ଶ୍ରମିକ ନେତା କାହ୍ନୁଚରଣ ସୂତାର ଙ୍କ ବିୟୋଗରେ ସି ଆଇ ଟି ୟୁ ର ଶୋକ 

Sunil Chandra Nayak

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଉରକେଲା ବିକାଶ ମଞ୍ଚର ଆଲୋଚନା

masiha

Leave a Comment

error: Content is protected !!