ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିଡ଼ିଏସ ଚାଉଳ ଗଣ୍ଡକ ପାଇଁ ୪ ଟି ମୁଣ୍ତ ଗଡିଲା

ଥିଆମୁଲ ରାମପୁର : ୧୮/୫- ମ.ନି.ସ:- ପ୍ରଗତିଶୀଳ ରାଜ୍ଯ ପୁଣି ଯେଉଁଠି କି ସରକାରଙ୍କ ତରଫରୁ ଅପହଞ୍ଚ ଅଞ୍ଚଳକୁ ଆଜିଯାଏଁ ଗମନାଗମନ ସୁବିଧା ଟିକେ ପହଞ୍ଚି ପାରିଲା ନାହିଁ। ଅପହଞ୍ଚ ଅଞ୍ଚଳରେ ରାସ୍ତା ଖଣ୍ତିଏ ନିର୍ମାଣ କାର୍ଯ୍ଯ ଏଯାବତ କରାଗଲା ନାହିଁ। ଯାହାଫଳରେ ଲୋକେ ନାହିଁନଥିବା ସମସ୍ୟା ଦେଇ ଗତି କରୁଛନ୍ତି। ଜନ ହିତକାରୀ ସରକାରୀ ଯୋଜନା ଅପହଞ୍ଚ ଭାବରେ ରହିଯାଇଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଆଦର୍ଶ ଗ୍ରାମପଞ୍ଚାୟତ ସିନ୍ଧିପଦର ଅଧିନରେ ଥିବା ବାର୍ଷିକୋଣା ଗ୍ରାମ ଏବେ ମଧ୍ୟ ଅପହଞ୍ଚ ଅଞ୍ଚଳ ଭାବରେ ରହିଅଛି। ଗ୍ରାମବାସୀଙ୍କ ନିକଟରେ ସିନ୍ଧିପଦର ଗ୍ରାମପଞ୍ଚାୟତ ରହିଥିଲେ ମଧ୍ଯ ପାହାଡ ଘେରରେ ରହିଥିବାରୁ ସେମାନଙ୍କୁ ପାହାଡ ଚଢି ରେସନ ସାମଗ୍ରୀ ପାଇଁ ଗ୍ରାମପଞ୍ଚାୟତ କୁ ଯିବାକୁ ସାହାସ କରନ୍ତି ନାହିଁ। କାରଣ ଗ୍ରାମର ଚାରିପଟେ ପାହାଡ ପର୍ବତ ଘେରିରହିଛି।ତଥାପି ଏମାନଙ୍କୁ ପାହାଡ ଚଢିଗଲେ ନିଜ ଗ୍ରାମପଞ୍ଚାୟତ ମାତ୍ର ୧୦/୧୫ କଲୋମିଟର ପଡିଥାଏ, ପାହାଡ ଚଢି ରେସନ ଚାଉଳ ଆଣିବା ପାଇଁ ଯିବାକୁ ସମ୍ଭବ ହୋଇପାରୁନାହିଁ କାହିଁକି ନା ହିତାଧିକାରୀ ମଧ୍ୟରେ ଅନେକ ବୃଦ୍ଧ ବୃଦ୍ଧା ରହିଛନ୍ତି। ତେଣୁ ସେମାନଙ୍କ ପାଇଁ ରାସ୍ତା ନଥିବା ଯୋଗୁଁ ଅନ୍ଯାନ୍ଯ ବ୍ଳକ ଦେଇ ରାସନ ଚାଉଳ ଆଣିବାକୁ ଯିବାକୁ ପଡିଥାଏ। ତେଣୁ ସେମାନେ ଜୁନାଗଡ ଓ କଲମପୁର ବ୍ଳକକୁ ଦେଇ ଦୀର୍ଘ ୫୦ ରୁ ୬୦ କିଲୋମିଟର ଦୂରତା ବାଟ ଅତିକ୍ରମ କରି ରେସନ ସାମଗ୍ରୀ ପ୍ରତି ମାସରେ ଗ୍ରାମପଞ୍ଚାୟତ କୁ ଆଣିବା ପାଇଁ ଯିବାକୁ ପଡିଥାଏ। ଏସବୁ ସମସ୍ଯାର ସମାଧାନ ନେଇ ଗତ ପଞ୍ଚାୟତ ସମିତି ନିର୍ବାଚନରେ ଭୋଟ ମଧ୍ୟ ବର୍ଜନ କରିଥିଲେ। ବାର୍ଷିକୋଣା ଗ୍ରାମବାସୀ କିଛି ଚାହୁଁ ନାହାନ୍ତି, କେବଳ ନିଜ ଗ୍ରାମପଞ୍ଚାୟତକୁ ସଂଯୋଗ କରିବା ପାଇଁ ରାସ୍ତା ଖଣ୍ତେ ଆବଶ୍ୟକ ପଡୁଛି ବୋଲି ପ୍ରକାଶ କରୁଛନ୍ତି। କିନ୍ତୁ ଏମାଙ୍କ ଦୁଃଖର କାହାଣୀ ଶୁଣିବା ପାଇଁ ପ୍ରଶାସନ କିମ୍ବା ରାଜନୈତିକ ଦଳଙ୍କ ପାଖରେ ସମୟ ନାହିଁ। ଅନ୍ଯାନ୍ଯ ରାଜ୍ଯରେ ରାସନ ସାମଗ୍ରୀ ପ୍ରତ୍ୟେକ ହିତାଧିକାରୀଙ୍କ ପାଖକୁ ପହଞ୍ଚାଇ ଦେବା ବ୍ଯବସ୍ଥା କରିଛନ୍ତି। କିନ୍ତୁ ଓଡିଶାରେ ତାହାର ବ୍ଯତିକ୍ରମ ଦେଖାଦେଇଛି। ହେଲେ ବାର୍ଷିକୋଣା ଗ୍ରାମର ହିତାଧିକାରୀ ମାନେ ଅନ୍ଯାନ୍ଯ ମାସଭଳି ଚଳିତ ମାସ ୧୭/୫ ତାରଖ ଦିନ କିଛି ହିତାଧିକାରୀ ଏକ ପିକଅଫ ଭ୍ୟାନ ଭଡା ଆକାରରେ କରି ସିନ୍ଧିପଦର ପଞ୍ଚାୟତକୁ ପିଡ଼ିଏସ ଚାଉଳ ଆଣିବାକୁ ଯାଇଥିଲେ। ପିଡିଏସ ଚାଉଳ ନେଇ ଫେରିବା ବାଟରେ ସିଙ୍ଗାରିଘାଟି ଠାରେ ପିକଅଫ ଭ୍ଯାନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଯାହାଫଳରେ ଘଟଣା ସ୍ଥଳରେ ହିଁ ୨ ଜଣଙ୍କ ପ୍ରାଣବାୟୁ ଉଡିଯାଇଥିଲା। ମୃତ୍ୟୁବରଣ କରିଥିବା ବ୍ଯକ୍ତି ମାନେ ହେଲେ ଲାଲୁ ମାଝୀ ଓ ଡଙ୍ଗର ମାଝୀ ଅନ୍ଯ ମାନଙ୍କ ମଧ୍ୟରେ ୭ ଜଣ ମହିଳାଙ୍କ ଅବସ୍ଥା ସଙ୍କଟା ପନ୍ନ ରହିଥିଲା। ସେମାଙ୍କୁ କଲମପୁର ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ବେଳେ ସେମାନଙ୍କ ଦେହ ଉଦବେଗ ଜନକ ପରିସ୍ଥିତି ଉପୁଜିବାରୁ ସେମାନଙ୍କୁ ଭବାନୀପାଟଣା ମୂଖ୍ଯ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ହିଁ ଆଉ ୨ଜଣ ମୃତ୍ୟୁବରଣ କରିଥିବା ଜଣାପଡିଛି। ଏହି ଦୁଃଖଦ ପରିସ୍ଥିତି ବିଭାଗୀୟ ଅଧିକାରୀ ଓ ରାଜନୈତିକ ଦଳଙ୍କ ଯୋଗୁଁ ହିଁ ଘଟିଛି ବୋଲି ଅଞ୍ଚଳରେ ଆଲୋଚନା ହେଉଛି। ତେଣୁ କ୍ଷତି ଗ୍ରସ୍ତ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।

ବଳଭଦ୍ର ବାଗ ଙ୍କ ରିପୋର୍ଟ।

Related posts

‘ ଅମୃତ ସନ୍ଧାନ ” ଲୋକାର୍ପଣ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଦୁଇ ଦିନିଆ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ

କୋକସରା ବ୍ଲକରେ ଗାନ୍ଧି ଜୟନ୍ତି ପାଳନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort