ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ର ଗହ୍ମା ପୂର୍ଣ୍ଣିମାରେ ବିଧାୟକଙ୍କ ଦ୍ଵାରା ଗୋମାତାଙ୍କ ପୂଜାର୍ଚ୍ଚନା

ପବିତ୍ର ଗହ୍ମା ପୂର୍ଣ୍ଣିମାରେ ବିଧାୟକଙ୍କ ଦ୍ଵାରା ଗୋମାତାଙ୍କ ପୂଜାର୍ଚ୍ଚନା

ରାଉରକେଲା : ଆଜି ପବିତ୍ର ରକ୍ଷା ବନ୍ଧନ ଏବଂ ଗହ୍ମା ପୂର୍ଣ୍ଣିମା ଅବସରରେ ବେଦବ୍ୟାସ ଠାରେ ଥିବା ଗୋଶାଳାକୁ ଯାଇ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ନିଜ ଧର୍ମପତ୍ନୀ ସୁଚିତ୍ରା ତନ୍ତୀଙ୍କ ସହିତ ଗୋଶାଳା ପରିଷରରେ ଥିବା ଲଡ଼ୁ ଗୋପାଳ,ରାଧାକୃଷ୍ଣ ମନ୍ଦିରରେ ବିରାଜମାନ ଥିବା ଦେବୀ ଦେବତାଙ୍କୁ ପୂଜାର୍ଚ୍ଚନା କରିବାପରେ ସେଠାକାର ବ୍ୟବସ୍ଥା ଅନୁଯାୟୀ ସଂକଳ୍ପ କରି ପରିସରରେ ଥିବା ଗୋମାତା ଏବଂ ନନ୍ଦୀ ମହାରାଜାଙ୍କୁ ଗୁଡ଼, ଦାନା ଏବଂ ଘାସ ଆଦି ନିଜେ ଓ ଧର୍ମପତ୍ନୀ ସୁଚିତ୍ରା ଙ୍କ ସହିତ ଖୁଆଇ ଦେଇଥିଲେ । ଏହି ଅବସରରେ ଶ୍ରୀ ତନ୍ତୀଙ୍କ ସହିତ ଗୋଶାଳାର ବରିଷ୍ଟ ସଦସ୍ୟ ରମେଶ ଅଗ୍ରୱାଲ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉପଲକ୍ଷେ  ମା ଭଣ୍ଡାରଘରଣୀ ଙ୍କ ପୀଠରୁ ମଶାଲ ଯାତ୍ରା।

masiha

‘ଯଦି’ ପ୍ରମୋସନ୍‌ରେ ମହିଳା ସୁରକ୍ଷାର ବାର୍ତ୍ତା ବସ୍ତି ଅଞ୍ଚଳର ୫୦ ଯୁବତୀଙ୍କୁ ନେଇ ଇତ୍‌ଶା ଫାଉଣ୍ଡେସନର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବିଶୋଇ!- ମୃତ ଡ୍ରାଇଭର ପରିବାରକୁ ସୁହାନୁଭୁତିର ହାତ ବଢାଇଲେ ଡ୍ରାଇଭର ମହାସଂଘ

Leave a Comment

error: Content is protected !!