ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡକୁଲ ରୁ ଫରଙ୍ଗ ଯାଏଁ ରାସ୍ତା ଅତ୍ୟନ୍ତ ଶୋଚନୀୟ

ପଣ୍ଡକୁଲ ରୁ ଫରଙ୍ଗ ଯାଏଁ ରାସ୍ତା ଅତ୍ୟନ୍ତ ଶୋଚନୀୟ

ଜୁନାଗଡ଼ ( ମ ନି ସ):-ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପଣ୍ଡ କୁଳ ଠାରୁ କୁମ୍ଭାରୀ ମଧ୍ୟ ଦେଇ ଫରଙ୍ଗ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ଥିବାରୁ କେହି ଦୃଷ୍ଟି ପାତ କରୁ ନାହାନ୍ତି। ବିଜେପି ବିନ୍ଦୁ ମହାନନ୍ଦ କିମ୍ବା ଏମ ଅଲ ଏ ଦିବ୍ୟ ଶଙ୍କର ମିଶ୍ର ଆଜି ସାମ୍ୱାଦିକ ଜଗଜ୍ଜୀ ବନ ସା ର ଆଜି ଦୁର୍ଘଟଣା ଗ୍ରସ୍ତ ହୋଇଛି। ପଣ୍ଡକୁଳ ଠାରୁ ଦୁଇଟି ହାଇବା ଆସୁ ଥିବା ବେଳେ କୁମ୍ଭାରୀ ରାସ୍ତା ଅତ୍ୟନ୍ତ ଶୋଚନୀୟ ଦେଖି ଗୋଟେ ତରଫ ରେ ରହୁ ଥିଲେ। ହେଲେ ଅଳ୍ପକେ ବଞ୍ଚିଲେ ସାମ୍ୱାଦିକ ଜଗଜ୍ଜିବନ ଭାଇ। ତାଙ୍କର ହାତ ରେ ଆହାତ ସହ ଗୋଡ଼ ଏବଂ ହାତ ଗଣ୍ଟି ଆହାତ ହୋଇଛି। ସରକାର ଙ୍କୁ ପଣ୍ଡକୁଲ ଠାରୁ କୁମ୍ଭାରୀ ମଧ୍ୟ ଦେଇ ଫରଙ୍ଗ ଯାଏଁ ରାସ୍ତା ଜନ ସାଧାରଣ ଯେତେ ଆକୁତି ମିନତି କରି କହିଲେ ମଧ୍ୟ ଏମ ଏଲ୍ ଏ ଦିବ୍ୟ ଶଙ୍କର ମିଶ୍ର ଆଉ ଚାଇରମ୍ୟନ୍ ବିନ୍ଦୁ ମହାନନ୍ଦ ଏହି ରାସ୍ତା ପାଇଁ କିଛି କରି ନ ଥିବା ଜନ ସାଧାରଣ ମତ ପ୍ରକାଶ କରୁ ଛନ୍ତି। ଆଜି ଚର୍ଚ୍ଚା ପରିସରରେ କଥା ଉଠୁ ଛି ଯଦି ସାମ୍ୱାଦିକ ଙ୍କୁ ସରକାର ସୁରକ୍ଷା ଦେଉ ନାହିଁ ଦେବେ ଆମକୁ କିଏ ସୁରକ୍ଷା ଦେବ। ତତ ସହିତ ଅନେକ ସାମ୍ୱାଦିକ ଯୁଦ୍ଧକ୍ଷେତ୍ର , ଶକ୍ତି ଟିଭି, ମସିହା, ପର୍ଯ୍ୟବେକ୍ଷକ, ସକାଳ ତଥା ଅନ୍ୟ ସାମ୍ୱାଦିକ ଭାଇ ମାନେ ଏହି ରାସ୍ତା ପାଇଁ ଖବର ପ୍ରେରଣ କରିଥିଲେ ହେଁ କେହି ଦୃଷ୍ଟି ଦେଉ ନ ଥିବା ଜନ ସାଧାରଣ ମତ ପ୍ରକାଶ କରି ଛନ୍ତି।

ଜଗଜ୍ଜିବନ ସାଙ୍କ ରିପୋର୍ଟ୍

Related posts

ଆସିକା ପୋଲିସ ଉପଖଣ୍ଡ ଅଧୂକାରୀ ଭାବେ ଦାୟିତ୍ୱ ନେଲେ ସୌରଭ ରଞ୍ଜନ ପ୍ରଧାନ

କଳାହାଣ୍ଡିରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୧୯୨ ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା ଓ ବାରାଣସୀ କୁ ଯାତ୍ରା

Sunil Chandra Nayak

ବସ୍ତା ଅଞ୍ଚଳ ର ସମାଚାର

masiha

Leave a Comment

error: Content is protected !!