ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲାରେ ଦାୟିତ୍ୱ ଗ୍ରହଣ କଲେ ନୂତନ ତହସିଲଦାର l

ନର୍ଲାରେ ଦାୟିତ୍ୱ ଗ୍ରହଣ କଲେ ନୂତନ ତହସିଲଦାର l

ନର୍ଲା/ମସିହା /9/11/26  କଳାହାଣ୍ଡି ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂ ଙ୍କ ବଦଳି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ତହସିଲ କୁ ହେବାପରେ ବିରୁପାକ୍ଷ ନନ୍ଦ ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ ପୂର୍ବରୁ କଳାହାଣ୍ଡି ଜିଲ୍ଲା ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ ସାରିଛନ୍ତି l ଶ୍ରୀଯୁକ୍ତ ନନ୍ଦ ଦାୟିତ୍ୱ ଗ୍ରହଣ କରିବା ପରେ ରାଜସ୍ବ ଅଧିକାରୀ ମନୋରଞ୍ଜନ ନାୟକ,ସେକ୍ସନ ଅଫିସର ଅଜିତ ସାହୁ,କୋର୍ଟ ଅମିନ ଶୁକଦବ ମାଝୀ, ଭୁବନେଶ୍ୱର ହରପାଲ , ବୈକୁଣ୍ଠ ମହାନନ୍ଦ,କିରଣ କୁମାର ସାହୁ, ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ପୁଷ୍ପଗୁଛ ଦେଇ ସ୍ୱାଗତ କରିଛନ୍ତି।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ବାପା ଙ୍କ ଶ୍ରାଦ୍ଧବାର୍ଷିକୀ ରେ ପୁଅ ର ଅଙ୍ଗଦାନ 

masiha

ଧର୍ମଗଡ଼ ର ବରିଷ୍ଠ ଆଇନଜୀବି କୁବେର ଚନ୍ଦ୍ର ସାହୁ ଙ୍କ ପରଲୋକ। ଓକିଲ ସଂଘର ଶୋକ ସଭା

Sunil Chandra Nayak

ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ଗୁରୁ ଓ ଶିଶୁ କଳାକାର ସମ୍ମାନ 

masiha

Leave a Comment

error: Content is protected !!