ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା- କାଳାନ୍ତର କାବ୍ୟପୁରୁଷ ସଚ୍ଚି ରାଉତରାୟ ଙ୍କ ଜୟନ୍ତୀ ପାଳିତ

ରାଉରକେଲା/ ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କାଳାନ୍ତର କାବ୍ୟପୁରୁଷ ସଚ୍ଚି ରାଉତରାୟଙ୍କ ଜୟନ୍ତୀ କଲଚରାଲ ଏକାଡେମୀ ଠାରେ ପାଳିତ ହୋଇଯାଇଛି। ମଂଚର ସଭାପତି ଶିକ୍ଷା ବିତ୍ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ମୁଖ୍ୟଅତିଥି ତଥା ଅଧ୍ୟାପିକା ବିଜୟିନୀ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ କବିଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ଚାଟାର୍ଜୀ ସଚ୍ଚି ରାଉତରାୟଙ୍କ ଗଳ୍ପ,ଉପନ୍ୟାସ, ନାଟକ ଏବଂ ପ୍ରବନ୍ଧ ଉପରେ ଆଲୋଚନା କରି କବିଙ୍କର ହେତୁବାଦୀ ଜୀବନାଦର୍ଶନ ଏବଂ ମାର୍କସୀୟ ଚିନ୍ତାଧାରା କିପରି ତାଙ୍କ ସୃଷ୍ଟି ସମ୍ଭାରକୁ ଆଧୁନିକ ଓ ପ୍ରଗତିଶୀଳ କରି ପାରିଥିଲା, ସେ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଶ୍ରୀ ମତୀ ଦାଶ କବିଙ୍କ ଦୀର୍ଘ ପଚାଶ ବର୍ଷର କାବ୍ୟ ସାଧନରେ ଯୁଦ୍ଧୋତ୍ତର ପୃଥିବୀ ଏବଂ ଭାରତବର୍ଷର ଔପନିବେଶିକ ଶାସନ ଠାରୁ ସ୍ବାଧୀନୋତ୍ତର ଭାରତବର୍ଷ ର ଦୈନ୍ୟ,ଦୁଃଖ,ଦୁର୍ଦ୍ଦଶା ଏବଂ ସାଧାରଣ ମଣିଷର ଜୀବନ ଯନ୍ତ୍ରଣା କିପରି ତାଙ୍କ ସାମଗ୍ରିକ କୃତିରେ ପ୍ରତିଫଳିତ ହୋଇଛି, ସେ ସଂପର୍କରେ ବକ୍ତବ୍ଯ ରଖିଥିଲେ। ପ୍ରାରମ୍ଭରେ ସଂପାଦକ ଶ୍ରୀ ମହାପାତ୍ର କବିଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ସାମଗ୍ରୀକ ଜୀବନ ଓ ଜୀବନର ସଫଳତା ବିଫଳତା ତଥା କାବ୍ୟ ଯାତ୍ରା ସଂପର୍କରେ ଆଲୋଚନା କରିଥିଲେ । ଏହାସହ ଦିବଙ୍ଗତ ନାଟ୍ଯକାର ଓ ନିର୍ଦ୍ଦେଶକ ସଂଗ୍ରାମ ପତି ଏବଂ ପ୍ରାକ୍ତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଯୁବକବି ଅଶୋକ ରାଉତ ସଂଯୋଜନା କରିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ସର୍ବଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ,ପ୍ରତାପ ପଣ୍ଡା,ଡା କୃପାସିନ୍ଧୁ ନାୟକ,ଅଶୋକ ପଟ୍ଟନାୟକ,ତ୍ରିନାଥ ସିଂହ,ପ୍ରଣତୀ ବେହେରା,କାଶୀନାଥ ନନ୍ଦୀ,ତ୍ରିଲୋଚନ ସ୍ବାଇଁ,ଧୋବେଇ ବେହେରା,ଶୁପ୍ତି କର, କନକଲତା ମିଶ୍ର,ବବିତା ମହାଳିକ, ଅଭିରାମ ପ୍ରଧାନ,ଗୌତମ ଦାସ,ବସନ୍ତ ବିଶ୍ବକର୍ମା,ସଂଜୀବ କୁମାର ଭୋଇ,ବିଭୁ ନାୟକ,ରଶ୍ମି ସାହୁ,ଅର୍ଚ୍ଚନା ପାତ୍ର ଓ ଆଲୋକ ବୋଷ ପ୍ରମୁଖ ପ୍ରଗତିଶୀଳ କବିତା ପାଠ କରିଥିଲେ। ସଭାପତିତ୍ବ ଅଭିଭାଷଣ ସହ ସଭାପତି ଶ୍ରୀ ପତି ସମଗ୍ର ସ୍ମୃତି ସଂଧ୍ୟାର ଆଲୋଚନାକୁ ସମୀକ୍ଷା ପୂର୍ବକ ଏକ ଐତିହନିଷ୍ଠ ଭାଷାର ପ୍ରାଣ ପ୍ରବାହକୁ କବି କିପରି ଏକ ମହା ପ୍ରବାହରେ ପରିଣତ କରି ଜଣେ କାଳାନ୍ତର କାବ୍ୟପୁରୁଷ ରୂପେ ନିଜକୁ ଗଢିତୋଳିଥିଲେ ଏବଂ ଓଡିଆ ସାହିତ୍ୟକୁ ବିଶ୍ବ ସାହିତ୍ୟର ମର୍ଯ୍ୟାଦା ପ୍ରଦାନ କରିବା ସଂଗେ ସଂଗେ ପଠିତ ସମସ୍ତ କବିତାର ସମୀକ୍ଷା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଅକ୍ଷୟ ସାମଲ,ପ୍ରଫୁଲ୍ଲ ସାମଲ,କୁଂଜବିହାରୀ ରାଉତ,ଗଗନ ବିହାରୀ ଧଳ,ବଳରାମ ରାଉଳ, କାଶୀନାଥ ପାତ୍ର,ଦେବେନ୍ଦ୍ର ଚୌଧୁରୀ, ଗଙ୍ଗାଧର ପୁହାଣ,କେଦାରନାଥ ପ୍ରଧାନ, ରମେଶ ପାତ୍ର,ବିଜୟ କୁମାର ମିଶ୍ର, ଶ୍ରୀଧର ସୁନା,ଦେବାଶିଷ ଦାଶ,ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସଂଯୋଜକ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଥୁଆମୂଳ ରାମପୁର ଥାନାରେ ଦୁର୍ଗା ପୂଜା ଅନୁଷ୍ଠିତ

Sunil Chandra Nayak

କବିତା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଶୁନ୍ୟ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort