ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖେଳ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଚିଲିଗୁଡା ( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ନୀଳ ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟ ରତ ଖେଳ ଶିକ୍ଷକ ନରେନ୍ଦ୍ର କୁମାର ନେଗୀ ଦୀର୍ଘ ୩୫ ବର୍ଷ କାଳ ଏହି ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ ।ସେ ଜଣେ ସରଳ ଏବଂ ମେଳାପୀ ବ୍ୟକ୍ତି ଥିଲେ ।ତାଙ୍କ ଅବସର ଗ୍ରହଣ ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ଶିକ୍ଷକ ଅମୁଲ୍ୟ ମେହେର ,ଅକ୍ଷୟ ସତନାମୀ ,ବିବେକାନନ୍ଦ ସୁନାନୀ ଏବଂ ବରିଷ୍ଠ ଶିକ୍ଷାବିତ ଶଶୀ ସେନ ଯୋଶୀ ,ବ୍ରଜ ମୋହନ ପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳ ଶିକ୍ଷକଙ୍କ ଭୂମିକା ଏହି ବିଦ୍ୟାଳୟ ଠାରେ ବହୁତ ଗୁରୁତ୍ୱ ରହିଛି ବୋଲି ବର୍ଣ୍ଣନା କରିଥିଲେ ।ବିଦ୍ୟାଳୟ ପ୍ରତିଷ୍ଠା ସମୟରୁ ସେ ଏହି ବିଦ୍ୟାଳୟର ବିଭିନ୍ନ ଖେଳ ପ୍ରତି ଯୋଗୀତା ଗୁଡିକ ଅୟୋଜନ କରି ବିଦ୍ୟାଳୟର ସୁନାମ ଅର୍ଜନ କରିଥିଲେ ଏପରିକି ପ୍ରତି ବର୍ଷ ଛାତ୍ରଛାତ୍ରୀ ମାନଙ୍କ ବାର୍ଷିକ ଉତ୍ସବ ପାଇଁ ଗୁରୁତ୍ୱ ଦେଉଥିଲେ ଏବଂ ଅୟୋଜନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସ।ହିତ କରୁଥିଲେ ।ଆଜି ତାଙ୍କର ଅବସର ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ତାଙ୍କର ଅବସର ଜୀବନ ସୁଖମୟ ଏବଂ ନିରାମୟ ଜୀବନ ଯାପନ କରିବା ପାଇଁ ଭଗବାନ ଙ୍କ ଠାରେ ଗୁହାରି କରିଛନ୍ତି । ଆଜି ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଙ୍କ ଉପସ୍ଥିତିରେ ଖେଳ ଶିକ୍ଷକ ନରେନ୍ଦ୍ର ନେଗୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ।ଏଥିରେ ଶିକ୍ଷକ ଅକ୍ଷୟ ସତନାମୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ବିଦ୍ୟାଳୟ ର କିରାଣୀ ସରତ ଚନ୍ଦ୍ର ନ।ଏକ ଏବଂ ଦିଲୀପ କୁମାର ନେଗୀ ସହଯୋଗ କରିଥିଲେ ।ଧନ୍ୟବାଦ ପ୍ରଦାନ କରିଥିଲେ ଶିକ୍ଷକ ବିବେକାନନ୍ଦ ସୁନାନୀ ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ପ୍ରେମଲତା ଙ୍କ କବିତା ସ୍ରୋତ

Sunil Chandra Nayak

ଅଙ୍ଗନୱାଡି କେନ୍ଦ୍ରରେ ପାଳନ ହେଲା ପୋଷଣ ମାସ 

Sunil Chandra Nayak

ଲିପ୍‌ସାମୟୀ ଦୁବେଙ୍କୁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort