ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ହିମାଚଳ ର ହମତା ପାସ ଶିଖରରେ ସ୍ୱରାଜ, ରେଶବ ଓ ଯଶୋବନ୍ତ

୧୪ ହଜାର ଫୁଟ ଉଚ୍ଚ ରେ ଉଡାଇଲେ ଜାତୀୟ ପତାକା

     ଧର୍ମଗଡ:୧୪/୬/୨୨: ଅଦ୍ୟମ ଇଛା ଶକ୍ତି ଓ ଦୃଢ ମନବଳ ମନୁଷ୍ୟ ଜୀବନକୁ ବଦଳାଇ ଦେଇଥାଏ । ଯେତେ ବାଧା ବିଘ୍ନ ଆସୁ ନା କାହିଁକି କାହାରିକୁ ଖାତିର ନ କରି ନିଜ ଲକ୍ଷ ସ୍ଥଳ ରେ ପହଂଚିଥାଏ । କିଛି ଏଭଳି ଦୁଃସାହସିକ କାମ କରି ଦେଖାଇଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ର ୩ ଯୁବ ପର୍ବତାରୋହୀ । ହିମାଳୟର ହିମାଚଳ ଅଂଚଳରେ ଥିବା ହମତା ପାସ (14,065 ft.) ର ଶୀର୍ଷରେ ଜାତୀୟ ପତାକା ଉତ୍ତଳନ କରି ରାଜ୍ୟ ତଥା ଦେଶ ପାଇଁ ଗର୍ବ ଆଣିଛନ୍ତି । ସେମାନେ ହେଲେ ସ୍ୱରାଜ କୁମାର ରାଉତ, ରେଶବ ପାଣିଗ୍ରାହୀ, ଯଶୋବନ୍ତ ଧଙ୍ଗଡାମାଝି । ସ୍ୱରାଜ କଳିଙ୍ଗ ଡେୟାର ଡେଭିଲ୍ସ ର ସମ୍ପାଦକ ଭାବରେ କାର୍ଯ୍ୟ ନିଵାହ କରିଆସିବା ସହ ଆଗରୁ ମଧ୍ୟ ବିଭିନ୍ନ ପର୍ବତାରୋହନ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଛନ୍ତି । ଆଗକୁ କଳାହାଣ୍ଡି ର ପର୍ଯ୍ୟଟନ ସ୍ଥଳୀ ମାନଙ୍କୁ କିପରି ବିକାଶ କରାଯିବ ବୋଲି ସ୍ୱରାଜ କହିଛନ୍ତି । ରେଶବ ପାଣିଗ୍ରାହୀ ଧର୍ମଗଡ଼ ଅଂଚଳରେ ଜଣେ ସଫଳ ବ୍ୟବସାୟୀ ଭାବରେ ବେଶ ଜଣାଶୁଣା । ପୂର୍ବରୁ ଉତ୍ତରକାଶୀ ର ଦୟାର ବୁଗ୍ୟାଲ ଆହୋରଣ କରି ବେଶ ପ୍ରସଂସା ପାଇଥିଲେ । ଜୋଶବନ୍ତ ଙ୍କୁ ଜଣେ ସମାଜସେବୀ ଭାବରେ ସମସ୍ତେ ଜାଣନ୍ତି ।ପ୍ରଥମ ଥର ପାଇଁ କୌଣସି ପର୍ବତ ଯାଇ ଥିବାରୁ ଅଞ୍ଚଳ ବାସୀ ବେଶ ଖୁସି ଅନୁଭବ କରିଛନ୍ତି । 

     ପର୍ବତାରୋହୀ ମାନେ ଗତ ଜୁନ ମାସ ଆଠ ତାରଖ ସକାଳୁ ଆରୋହଣ ପାଇଁ ହିମାଚଳ ପ୍ରଦେଶର ଯୋବ୍ରା ଠାରୁ ଯାତ୍ରା ଆରମ୍ଭ ହୋଇଥିଲା। ଏବଂ ସର୍ବନିମ୍ନ ତାପମତ୍ରାର ପୋଷାକ ଏବଂ ସମସ୍ତ ଉପୋଜୋଗୀ ଉପକରଣ ସହିତ ସାହସିକତାର ଯାତ୍ରା ଆରମ୍ଭ ହୋଇଥିଲା। ଜୁନ ଦଶ ତାରିଖ ଅପରାହ୍ନରେ ଶେଷ ଶିଖରରେ ପହଞ୍ଚି ଦେଶ ଆଉ ରାଜ୍ୟ ପାଇଁ ଗୌରବ ଆଣିଥିଲେ। ୧୪୦୬୫ ଫୁଟ ଉଚ୍ଚତା ବିଶିଷ୍ଠ ହାଂପ୍ତା ପାସ ପାହାଡ଼ ଶୀର୍ଷରେ -5°c ରୁ -10°c ହାଡ଼ ଭଙ୍ଗା ଶୀତ ସହିତ ବରଫ ଝଡ କୁ ସାମ୍ନା କରି କଳିଙ୍ଗ ଡେୟାରଡେଭିଲସ ୟୁଥ କ୍ଲବ ଓ ଥରିଲା ଫିଲିଆର ପକ୍ଷ ରୁ ଚୟନ ହୋଇଥିବା ଓଡ଼ିଶାର ୨୪ ଜଣ ପ୍ରତିଭା ଜାତୀୟ ପତାକା ଉଡ଼ାଇ ଥିଲେ। ଉକ୍ତ କାର୍ଯ୍ୟକର୍ମକୁ ରାଜ୍ୟସଭା ସାଂସଦ ସୁଜିତ କୁମାର ଏବଂ ଆସିଷ୍ଟାଣ୍ଟ କମିଶନେର (ଇନକମ ଟେକ୍ସ) ହୃଦୟ ଦାସ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏବଂ ପୋଲିସ ଆଇ.ଜି.ପି ଶ୍ରୀଯୁକ୍ତ ଅମିତାଭ ଠାକୁର ଶୁଭକାମନା ଜଣେଇ ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ଅକ୍ଷୟ ତୃତୀୟା

ସିଆଇଏସଏଫ ସରଂକ୍ଷିକା ପରିବାର ତରଫରୁ କମ୍ବଳ ବିତରଣ ……

Sunil Chandra Nayak

କଙ୍କଡାହାଡ଼ ବ୍ଲକ ସାମ୍ବାଦିକ ସଂଘ ଓ ଘାଗରାମୁଣ୍ଡା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort