ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଷ୍ଣୁ ନାଏକଙ୍କୁ ଏଲଆଇସି କର୍ତ୍ତୃପକ୍ଷଙ୍କ ଦ୍ବାରା ସମ୍ବର୍ଦ୍ଧନା କରାଗଲା

ଥୁଆମୂଳ ରାମପୁର :- ବଳଭଦ୍ର ବାଗଙ୍କ ରିପୋର୍ଟ ମନୁଷ୍ଯର ଇଛା ଶକ୍ତି ସହିତ କର୍ତ୍ତବ୍ୟ ନିଷ୍ଠା ହିଁ ଆଗକୁ ଅଗ୍ରସର ହେବା ପାଇଁ ଶକ୍ତି ଯୋଗାଇଥାଏ। ସମାଜରେ ଅନେକ ଏହିଭଳି ଯୁବକ ଅଛନ୍ତି। ଯାହାକି ଏଠାରେ ଦେଖିବାକୁ ମିଳିଛି, ତାହା ହେଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକ ନିକଟରେ ଥିବା ପୋଖରା ଗ୍ରାମରେ। ବିଷ୍ଣୁ ନାଏକ ପି,ଶ୍ରୀଧର ନାଏକ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ତାଙ୍କର କର୍ତ୍ତବ୍ୟ ନିଷ୍ଠା ଓ ଇଛାଶକ୍ତି ଯୋଗୁଁ ୨୦୧୩ ମସିହାରେ ଆରମ୍ଭ କରିଥିଲେ ତାଙ୍କର କର୍ମମୟ ଜୀବନ। ସେ ଭାରତୀୟ ଜୀବନ ବୀମା ନିଗମ ଭବାନୀପାଟଣା ଶାଖା ପକ୍ଷରୁ ଥୁଆମୂଳ ରାମପୁର ବ୍ଳକ ଏଜେଣ୍ଟ ଭାବରେ ଦାୟିତ୍ୱ ତୁଲାଇଛନ୍ତି। ଏଜେଣ୍ଟ ଭାବରେ ଦୁର୍ଗମ ଅଞ୍ଚଳରେ କେତେ କଷ୍ଟକରି ସଫଳ ହୋଇଛନ୍ତି ସେ ନିଜେ ହିଁ ଅନୁଭବୀ, ବର୍ଷା ଶୀତ ଖରାକୁ ଖାତିରି ନକରି ଆଗକୁ ଆଗକୁ ଆଗେଇବା ପାଇଁ ଚେଷ୍ଟା କରିଥିଲେ। ଆଜିକା ଦିନରେ ସଫଳ ହାସଲ କରିପାରିଛନ୍ତି। ଥୁଆମୂଳ ରାମପୁର ବ୍ଳକର ଦାୟିତ୍ୱ ତୁଲାଇ ନିଷ୍ଠାପର ଭାବରେ ସେ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ସହ ସାକ୍ଷାତ କରି ବିମା ବିଷୟରେ ଅବଗତ କରି ଧିରେଧିରେ ହିତାଧିକାରୀ ସୃଷ୍ଟି କରିବାରେ ସଫଳ ହେଲେ। ଏଜେଣ୍ଟ ଭାବରେ କାମ କରି ତିନି ଥର ଭାରତୀୟ ଜୀବନ ବୀମା ନିଗମ ଏମଡିଆରଟି ଏଚିଭ୍ ରେ ସଫଳ ହୋଇଛନ୍ତି। ଏହାକୁ ଆଖିଆଗରେ ରଖି ତାଙ୍କୁ ଏଲଆଇସି ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିବା ଜଣାପଡିଛି। ବୁଧବାର ଦିନ ବ୍ରହ୍ମପୁର ମଣ୍ତଳର ମୂଖ୍ଯ ପ୍ରବନ୍ଧକ ଶ୍ରୀକାନ୍ତ ଦୋରା ପୋଖରା ଗ୍ରାମରେ ଥିବା ବିଷ୍ଣୁ ନାଏକଙ୍କ ନିଜ ବାସ ଗୃହକୁ ଯାଇ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଥୁଆମୂଳ ରାମପୁର ମୂଖ୍ଯ ପ୍ରବନ୍ଧକ ଦୋରାଙ୍କ ସମେତ୍ ଭବାନୀପାଟଣା ମୂଖ୍ଯ ଶାଖାର ବରିଷ୍ଠ ଶାଖା ପରିଚାଳକ ଶ୍ରୀ ସୁଶାନ୍ତ କୁମାର ସାହୁ, କେସିଙ୍ଗା ଶାଖାର ବି.ଏମ୍ ଶିବରାମ ପ୍ରଧାନ.ଏଲଆଇସିର ମୂଖ୍ଯ ଜୀବନ ବୀମା ଆଡଭାଇଜର ଶ୍ରୀ ରାମଲୁ ଦୋରା ସମେତ୍ ଏଲଆଇସି ହିତାଧିକାରୀ ଉପସ୍ଥିତ ହୋଇଥିଲେ।

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଆଶା

Sunil Chandra Nayak

ଜୁନାଗଡ଼ ସବୁମଣ୍ଡପରେ ମା ଦୁର୍ଗାଙ୍କ ପୂଜା ଆରମ୍ଭ

Sunil Chandra Nayak

ମଦ ଦୋକାନ ବନ୍ଦ ପାଇଁ ଧାରଣାରେ ବସିଲେ ନାରୀ ମହାସଙ୍ଘ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort