ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଜଣା ଗାଡି ଧକ୍କାରେ ଯୁବକ ଙ୍କ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି

କୋକସରା,୧୯/୭- (;ମ ନି ସ);  ମୋଟେର ଜୟପାଟଣା ରାସ୍ତା ର ମୋଟେର ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ କୌଣସି ଏକ ଅଜଣା ଗାଡି ଧକ୍କା ଦେବାଫଳରେ ବାଇକ ରେ ଥିବା ଜଣେ ବ୍ୟକ୍ତି ଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ କୋକସରା ଥାନା ଓ ମୋଟେର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ତରାପୁର ପଞ୍ଚାୟତ ଗଞ୍ଜିଆଗୁଡା ଇଚ୍ଛାପୁର ଗ୍ରାମର ନିଳାମ୍ବର ପୁଝାରି (୫୫) ବୋଳି ସୁଚନା ମିଲିଛି। ସେ ନିଜ ଶ୍ୱଶୁର ଘର ଗାଁ ଖୁଟୁଲୁଗୁଡା ରୁ ନିଜ ଗାଁ କୁ ବାଇକ ରେ ଫେରୁଥିବା ସମୟରେ ଅଜଣା ଗାଡ଼ି ଧକ୍କା ରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ସମେତ ପୋଲିସ କର୍ମଚାରୀ ଉପସ୍ଥିତ ରହି ଖବର ଲେଖାଯିବା ପର୍ଯ୍ୟନ୍ତ ତଦନ୍ତ ଜାରି ରଖିଛନ୍ତି।

Related posts

ମଦନପୁରରେ ମା ପଟଖଣ୍ଡା ଙ୍କ ଛତର ଯାତ୍ରା 

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଗଣେଶଙ୍କ ବିମୁଖ

Sunil Chandra Nayak

ବାଲେଶ୍ବର – ମୁନିସମାଜ ପକ୍ଷରୁ ବୃକ୍ଷରୋପଣ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort