ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାପୁର ପଞ୍ଚାୟତର ଡ୍ରାଇଭର୍ ମହାସଂଘ ର ମହାନତା

ଢେଙ୍କାନାଳ,27/7/22 ଓଡିଶା ଡ୍ରାଇଭର ମହାସଂଘ, ଢେଙ୍କାନାଳ ସଦର ବ୍ଲକ ଭାପୁର ପଞ୍ଚାୟତର ଡ୍ରାଇଭର୍ ଭାଇ ମାନଙ୍କ ତରଫରୁ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା  ଭାପୁର ଗ୍ରାମର ସାଗର ପଣ୍ଡାଙ୍କ ଏକାଦଶ ଆଜି ଯୋଗ ଦେବା ସହିତ ଡ୍ରାଇଭର୍ ଭାଇ ମାନେ ତାଙ୍କ ପରିବାର ବର୍ଗ କୁ ସମବେଦନା,ଆଶ୍ୱସନା ଦେବା ସହିତ କିଛି ଅର୍ଥ ରାଶି ପ୍ରଦାନ କରିଥିଲେ।  ତତ୍ ସହିତ ଆଗାମୀ ଦିନରେ ସୁଖ ଦୁଃଖ ରେ ସମ ଦୁଃଖୀ ହେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।ଏହି ଏକାଦଶାହ କାର୍ଯ୍ୟ ରେ ଭାପୁର ପଞ୍ଚାୟତ ର ଡ୍ରାଇଭର୍ ସଂଘ ର ସଭାପତି ଦୀପନ ପ୍ରଧାନ, ଉପସଭାପତି ଶୁରେଶ ଶତପଥୀ, ସମ୍ପାଦକ ରାକେଶ ନାୟକ, ସହସମ୍ପାଦକ ସଞ୍ଜୟ ସାହୁ ,ରୋଡ କିଙ୍ଗ ଗଣେଶ୍ଵର ବେହେରା ଙ୍କ ସହିତ ଭାପୁର ପଞ୍ଚାୟତର ଡ୍ରାଇଭର୍ ଭାଇ ମାନେ ଉପସ୍ଥିତ ରହିଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ବ୍ଲକସ୍ତରୀୟ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ , ବାଲ୍ୟବିବାହ ରୋକିବା ପାଇଁ ସଚେତନତା

Sunil Chandra Nayak

ରାସନ ଲାଗି କଡ଼ାକଡି ହେଲା ସରକାରୀ ନିୟମ

ଧର୍ମଗଡ ରେ ଏଚଡିଏଫସି ବ୍ୟାଙ୍କ ନୂତନ ଶାଖା ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!