ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ହାଇଲେଭଲ କ୍ଲିୟରାନ୍ସ କମିଟି ବୈଠକ.. ୧୦ ପ୍ରକଳ୍ପକୁ ମଞ୍ଜୁରୀ, ବିନିଯୋଗ ହେବ ୭୪୬୨୦ କୋଟି, ନିଯୁକ୍ତି ପାଇବେ ୨୪ ହଜାର

ଶିଳ୍ପ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ୧୦ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଏହି ୧୦ଟି ଶିଳ୍ପାନୁଷ୍ଠାନ ପକ୍ଷରୁ ରାଜ୍ୟରେ ବିନିଯୋଗ ହେବ ୭୪,୬୨୦.୧୮ କୋଟି ଟଙ୍କା ।

ହାଇଲେଭଲ କ୍ଲିୟରାନ୍ସ କମିଟି ବୈଠକରେ ଆଜି ୧୦ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ରାଜ୍ୟରେ ବିନିଯୋଗ ହେବ ପ୍ରାୟ ୭୪୬୨୦ କୋଟି ଟଙ୍କା । ଏହି ଶିଳ୍ପ ଅନୁଷ୍ଠାନ ଦ୍ୱାରା ନିଯୁକ୍ତି ପାଇବେ ପ୍ରାୟ ୨୪ ହଜାର ଲୋକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ହାଇଲେଭଲ କ୍ଲିୟରାନ୍ସ କମିଟି ବୈଠକ । ବୈଠକରେ ରାଜ୍ୟର ଶିଳ୍ପ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ୧୦ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଏହି ୧୦ଟି ଶିଳ୍ପାନୁଷ୍ଠାନ ପକ୍ଷରୁ ରାଜ୍ୟରେ ବିନିଯୋଗ ହେବ ୭୪,୬୨୦.୧୮ କୋଟି ଟଙ୍କା । ରାୟଗଡ଼ା କାଶୀପୁରରେ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ କରିବ ଅଦାନୀ ଗ୍ରୁପ । ଆଲୁମିନା ପ୍ଲାଣ୍ଟରେ ନିବେଶ ହେବ ପ୍ରାୟ ୪୧ ହଜାର ୬୫୩ କୋଟି ଟଙ୍କା । ପ୍ଲାଣ୍ଟରେ ମୋଟ ୭୭୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିଭଳି ଯାଜପୁର କଳିଙ୍ଗନଗରରେ ଷ୍ଟିଲ୍‌ ଓ ସିପିପି ପ୍ଲାଣ୍ଟ୍‌ କରିବ ଓଡ଼ିଶା ଆଲଏଜ୍‌ ଷ୍ଟିଲ । ଉଭୟ ପ୍ଲାଣ୍ଟରେ ନିବେଶ ହେବ ୮ ହଜାର କୋଟି ଟଙ୍କା । ଆଉ ଏଥିରେ ୫ ହଜାର ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ପାରାଦ୍ୱୀପରେ ReNew EFuels Private Limited ପକ୍ଷରୁ Green Hydrogen ଓ Green Ammonia ପ୍ଲାଣ୍ଟ ପ୍ରତିଷ୍ଠା ହ୍ରବ । ବିନିଯୋଗ ହେବ ୨୦୦୦ କୋଟି, ନିଯୁକ୍ତି ପାଇବେ ୨ ହଜାର । ସେହିପରି ଟାଟା ଷ୍ଟିଲ୍‌ ପକ୍ଷରୁ ୧୦୦୦ କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠାକୁ କମିଟି ଅନୁମୋଦନ କରୁଛି । ସେଥିରେ ପ୍ରାୟ ୨୪୫୧ ଲୋକ ନିଯୁକ୍ତି ପାଇବେ । ଭଦ୍ରକ ଜିଲ୍ଲା ଧାମରାରେ ସୋମପୁରୀ ପକ୍ଷରୁ ପେଲେଟ ପ୍ଲାଣ୍ଟ ଓ ଫିଲଟର କେକ୍‌ ଶିଳ୍ପ ପ୍ରତିଷ୍ଠା ହେବ । ବିନିଯୋଗ ହେବ ୭୮୧୧ କୋଟି ଟଙ୍କା, ନିଯୁକ୍ତି ପାଇବେ ୬୮୪ । ସେହିପରି କେନ୍ଦୁଝର ଜିଲ୍ଲାର ଦେଓଝର, ଧାମରାରେ ଯଥାକ୍ରମେ ୪୫୯୨.୧୮ ଓ ୩୬୭୪ କୋଟି ଟଙ୍କା ବିନିଯୋଗ ହେବ । ଯଥାକ୍ରମେ ୨୫୦ ଓ ୬୦୦ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ ।

କଟକ ଆଠଗଡରେ ଆରତୀ ଷ୍ଟିଲ୍‌ ପକ୍ଷରୁ ୩୦୦୦ କୋଟି ବିନିଯୋଗରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ୩୫୮୭ ଜଣ ଳୋକ ନିଯୁକ୍ତି ପାଇବେ । କେନ୍ଦୁଝରରେ ନିପନ ଷ୍ଟିଲ୍‌ ଇଣ୍ଡିଆ ପକ୍ଷରୁ ୧୪୯୦ କୋଟି ଟଙ୍କାର ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଯାହାଦ୍ବାରା ୬୦୦ ଜଣ ନିଯୁକ୍ତି ପାଇବେ। ସେହିପରି ମୟୁରଭଞ୍ଜର ରାଇରଙ୍ଗପୁରପୁରରେ ରେଙ୍ଗୁଟା ମେଟାଲ ପକ୍ଷରୁ ୧୪୦୦ କୋଟି ବିନିଯୋଗରେ ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଯାହାଦ୍ବାରା ୧୧୨୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ହାପି ମୋମେନ୍ଟସ୍ ଇଣ୍ଡିଆର ନବମ ପ୍ରତିଷ୍ଠା ଦିବସ ଆସନ୍ତା ୧୭ରେ

ଅପର୍ତ୍ତି ସେଠୀ ଙ୍କ କବିତା ନାରୀ

Sunil Chandra Nayak

କେସିଙ୍ଗା ଏନଏସି ଅଧ୍ୟକ୍ଷ ଭାବେ ବିଜେଡିର ନୃପରାଜ ଯାଦବ ବିଜୟୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort