Uncategorized୭୫ ବର୍ଷ ପୂର୍ତ୍ତି ଅବସରରେ କରଚଲା କଲେଜ ଦ୍ୱାରା ଅମୃତ ମହୋତ୍ସଵ ପାଳନ by Sunil Chandra NayakAugust 14, 2022082 Share1 ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କରଚଲା ସ୍ୱାମୀ ଚିଦାନନ୍ଦ ମହା ବିଦ୍ୟାଳୟରେ ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସଵ ପାଳନ କରାଯାଇଛି । କରଚଲା କଲେଜର ଅଧ୍ୟାପକ ଭବାନୀ ଶଙ୍କର ପଣ୍ଡା ଙ୍କ ନେତୃତ୍ୱରେ କଲେଜର ସମର ଶିକ୍ଷାର୍ଥୀ ବାହିନୀ ଏବଂ ରେଡ଼ କ୍ରସ କାଉନସିଲର ର ଛାତ୍ର ଛାତ୍ରୀ ମାନେ ନଗର ପରିକ୍ରମା କରି ହର ଘର ତ୍ରିରଙ୍ଗାର ବାର୍ତ୍ତା ଜନସାଧରଙ୍କୁ ଦେଇଥିଲେ । ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା