ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୭୫ ବର୍ଷ ପରେ ମାଓ ପ୍ରବଣ ନିୟମଗିରି ରେ ଉଡିଲା ତ୍ରିରଙ୍ଗା

ହରଘର ତିରଙ୍ଗା ,ବନ୍ଦେ ମାତରଂ ନାରା ରେ ପ୍ରକମ୍ପିତ ହେଲା ନିୟମଗିରି ପାହାଡ….

ସ୍ବାଧୀନତାର ୭୫ବର୍ଷ ପୁର୍ତ୍ତି ଅବସରରେ ସାରା ଦେଶରେ ପାଳିତ ହେଉଛି ଆଜାଦି କା ଅମୃତ ମହୋତ୍ସବ । ଜାତୀୟ ପତାକା କୁ ସମ୍ମାନ ଦେବା ତଥା ସ୍ବାଧୀନତା ସଂଗ୍ରାମୀଙ୍କ ତ୍ଯାଗ ଓ ବଳିଦାନକୁ ମନେ ପକାଇବା ଉଦ୍ଦେଶ୍ଯ ରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ର ଆହ୍ବାନ ଦେଇଛନ୍ତି । ଏହି ପରିପ୍ରକ୍ଷୀରେ କଳାହାଣ୍ଡି ଜିଲ୍ଲାର ଅନେକ ଗୁଡିଏ ଗାଁ ଅଛି ଯେଉଁ ଗାଁ ଗୁଡିକରେ ସ୍ବାଧିନତା ଦିବସ କଣ ଜାଣି ନାହାନ୍ତି । ଏହି ପରି ଦୁର୍ଗମ ଅଞ୍ଚଳ ହେଉଛି ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ନିୟମଗିରି। ଏହାର ପାଦଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ନିୟମଗିରି ପାହାଡ ଉପରେ ବସବାସ କରୁଥିବା ଡଙ୍ଗରିଆ ଓ ଝରଣିଆ ଙ୍କ ଆଦିବାସୀଙ୍କ ଗାଁ।ଏହି ଗାଁ ମାନଙ୍କ ରେ ଦେଖିବାକୁ ମିଳିଛି ଫରଫର ହୋଇ ଉଡୁଥିବା ତ୍ରିରଙ୍ଗା । ଯେଉଁ ଅଞ୍ଚଳରେ ମାଓବାଦୀଙ୍କ ଦବଦବା ସବୁବେଳେ ରହିଥାଏ ।ମାଓ ଭୟରେ ଆଗ କୌଣସି ଅଧିକାରୀ ମଧ୍ୟ ଯାଉ ନ ଥିଲେ।ସରକାର ଙ୍କ କୌଣସି ବିକାଶ ମୂଳକ କାର୍ଯ୍ୟ ମଧ୍ୟ ଅଟକି ଯାଉଥିଲା ହେଲେ ଲାଞ୍ଜିଗଡ ବିଡ଼ିଓ ଭାବେ ୨୦୧୯ ନଭେମ୍ବର ମାସରେ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଯୋଗ ଦେବାପରେ ଏହି ନିୟମଗିରି ଅଞ୍ଚଳର କିପରି ବିକାଶ ହେବ ସେ ନେଇ ସେହି ଗାଁ ମାନଙ୍କୁ ଗସ୍ତ କରିଥିଲେ ଓ ବନବାସୀଙ୍କ ସହ ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କରିବା ଉନ୍ନୟନ କାମ ପାଇଁ ଧ୍ୟାନ ଦେଇଥିଲେ।ଏବେ ସମସ୍ତ ପ୍ରଶାସନିକ ଅଧିକାରୀ ସେହି ମାଓ ପ୍ରବଣ ଅଞ୍ଚଳକୁ ଯାଇ ଆଦିବାସୀଙ୍କ ସୁଖ ଦୁଃଖ ରେ ସାଥ ଦେଉଛନ୍ତି ।ହେଲେ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଏହି ପାହାଡ ରେ ଥିବା ଫୁଲଡୁମେର , କୁନକାଡୁ, ପାଲବେରି ଭଳି ଅନେକ ଗାଁ ଲୋକେ ସ୍ବାଧୀନତା ଦିବସ କଣ ଜାଣି ନ ଥିବା ବେଳେ ଲାଞ୍ଜିଗଡ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଙ୍କ ନେତୃତ୍ୱରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀ ଲମ୍ବୋଧର ପଧାନ, ତ୍ରିଲୋଚନପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ତାପସ ସାହୁ ନିୟମଗିରି ଅଞ୍ଚଳ କୁ ଯାଇ ସମସ୍ତ ଡଙ୍ଗରିଆ ଓ ଝରଣିଆ ସମ୍ପ୍ରଦାୟର ଆଦିବାସୀ ଙ୍କୁ ତିରଙ୍ଗା ପତାକା ବଣ୍ଟନ କରିଥିବା ବେଲେ ଅଂଚଳରେ ଥିବା ସମସ୍ତ ଗାଁରେ ହରଘର ତିରଙ୍ଗା ର ନାରା ଦେଇ ଜାତୀୟ ପତାକା ଉଡାଇଥିଲେ । ଏହାକୁ ନେଇ ନିୟମଗିରି ଅଞ୍ଚଳରେ ଆଜି ଖୁସିର ଲହରୀ ଖେଳିଯାଇଛି । ସ୍ବାଧୀନତାର ୭୫ ବର୍ଷ ପରେ ସ୍ବାଧୀନତା କଣ ଜାଣିଲେ ନିୟମଗିରି ଅଞ୍ଚଳ ରେ ରହୁଥିବା ଡଙ୍ଗରିଆ ଓ ଝରଣିଆ ଆଦିବାସୀ ।

 ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଜୁଳି ତାର ସ୍ପର୍ଶରେ ଯୁବକ ମୃତ

Sunil Chandra Nayak

ଜୁନାଗଡ ବିକାଶ ନେଇ ଆଶଙ୍କାରେ ବୁଦ୍ଧିଜୀବୀ

Sunil Chandra Nayak

ଜାମଜୋର ରେ ଯୁବକ ଜଣକ ଫାଶି ଲଗାଇ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort