ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଘୋଷିତ ବିଦ୍ଯୁତ୍ କାଟକୁ ନେଇ ଅସନ୍ତୋଷ୍ଟ ହିତାଧିକାରୀଙ୍କ ଗଣଧାରଣା

ଥୁଆମୂଳ ରାମପୁର:୧୭/୮- ମ.ନି.ସ.:- ମଙ୍ଗଳବାର ୧୬ ତାରିଖ ଦିନ ଥୁଆମୂଳ ରାମପୁର ବ୍ଳକ ସଦରମହକୁମା ଠାରେ ଥିବା ୩୩ କେଭି ଟକ୍ଚର ର ମୂଖ୍ୟ ଫାଟକ ସାମ୍ମାରେ ଅସନ୍ତୋଷ ବିଦ୍ଯୁତ୍ ଉପଭୋକ୍ତା ଧାରଣା ଦେଇଥିଲେ। ଉକ୍ତ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ଯୁତ୍ କାଟ ଓ ପ୍ରାୟତଃ ବିଦ୍ଯୁତ୍ ନ ରହିବା ଭଳି ଘଟଣା ପାଇଁ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣ ଙ୍କୁ ଏକ ପ୍ରକାର ଶକ୍ତଧକ୍କା ଲାଗିଛି। ଏହା ଯୋଗୁଁ ଲୋକେ ଅତିଷ୍ଠ ହୋଇ ଗଣଧାରଣା ଦେବାପାଇଁ ବାଧ୍ଯ ହୋଇଥିବା ଜଣାପଡିଛି। ଘଟଣା ଅନୁସାରେ ଜଣାପଡିଛି ଯେ, ଥୁଆମୂଳ ରାମପୁର ସଦରମହକୁମା ନିକଟବର୍ତ୍ତୀ ଦେରଗୁଡା, ପୋଇଗୁଡା, ଟିକ୍ରାଗୁଡା ଗ୍ରାମ ମାନଙ୍କରେ ବାରମ୍ବାର ବିଦ୍ଯୁତ୍ କାଟ ଲାଗିରହିଛି। ଯାହାଫଳରେ ଛାତ୍ରଛାତ୍ରୀ ପାଠପଢାରେ ବାଧା ସୃଷ୍ଟି ଓ ଲୋକଙ୍କୁ ବର୍ଷା ଦିନରେ ଅନ୍ଧାର ଘରରେ ରହିବା କେତେଯେ ମୁସ୍କିଲ ହୋଇପଡୁଛି ତାହା ଅନୁଭବୀ ଲୋକେ ହିଁ ବୁଝିପାରିବେ। ୩୩ କେଭି ବିଦ୍ଯୁତ୍ ସିଧାସଳଖ ଥୁଆମୂଳ ରାମପୁର ବ୍ଳକକୁ ଯୋଗାଇ ଦିଆଯାଇଛି, ଏହାର ସୁଫଳ ହିତାଧିକାରୀ ସିଧାସଳଖ ପାଇପାରିବେ ବୋଲି କେତେଯେ ଖୁସି ହୋଇଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ବାରମ୍ବାର ବିଦ୍ଯୁତ୍ କାଟ ହେଉଅଛି। ଏହାକୁ ନେଇ ଲୋକେ କ୍ଷୋଭ ପ୍ରକାଶ କରି ୩୩ କେଭି ବିଦ୍ଯୁତ୍ ଟକ୍ଚର ନିକଟରେ ଧାରଣରେ ବସିଥିଲେ। ଗଣଧାରଣା କାରୀଙ୍କ ଦାବି ଯେ, ଆମ ଅଞ୍ଚଳରେ ନିୟମିତ ବିଦ୍ଯୁତ୍ ଯୋଗାଇ ଦେବା ସହିତ ଥୁଆମୂଳ ରାମପୁର ମୁଖ୍ଯାଳୟ ବିଦ୍ଯୁତ୍ ସଂଯୋଗ ଠାରୁ ଆମ୍ଭର ମଧ୍ୟ ସଂଯୋଗ କରାଯାଉ ଏହାସହିତ ଆମ ଅଞ୍ଚଳରେ ନିୟମିତ ବିଦ୍ଯୁତ୍ ଯୋଗାଣ କରାଯାଉ ବୋଲି ସେମାନେ ଅଡିବସିଥିଲେ। ଏହି ଘଟଣାର ଖବର ପାଇ ବିଦ୍ଯୁତ୍ ବିଭାଗ ବିଭାଗୀୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଧାରଣାରେ ବସିଥିବା ଲୋକଙ୍କ ସହିତ ଆପୋଷ ବୁଝାମଣା ପରେ ଲୋକେ ସେଠାରୁ ଓହରି ଯାଇଥିଲେ। ତେବେ ବିଦ୍ଯୁତ୍ ବିଭାଗ ପକ୍ଷରୁ ବିଦ୍ଯୁତ୍ ସମସ୍ୟା ର ସମାଧାନକୁ ନେଇ କେତେ ତତ୍ପରତା ପ୍ରକାଶ କରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସୁରେଶ ଚନ୍ଦ୍ର ପାଢୀ ଙ୍କ ପ୍ରବନ୍ଧ ଓଡ଼ିଆ ସଂସ୍କୃତିରେ ବିଷୁବ

Sunil Chandra Nayak

ଶ୍ରଦ୍ଧା ଅନୁଷ୍ଠାନରେ ବିଶ୍ବ ସ୍ବପରାୟଣତା ସଚେତନତା ଦିବସ ପାଳିତ

Sunil Chandra Nayak

ସୁକାନ୍ତ ଖଣ୍ଡା ଙ୍କ କବିତା ଜେଜିଙ୍କ ରଥ ଯାତରା 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort