ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇନ୍ଦ୍ରାବତୀ ଜଳଭଣ୍ଡାର ର ଜଳପତ୍ତନ ବୃଦ୍ଧି ପାଉଛି: ଆସନ୍ତା କାଲି ର ବର୍ଷା ଜଳସ୍ତର ସ୍ପଷ୍ଟ କରିବ ଫାଟକ ଖୋଲାହେବ ନା ନାହିଁ

 ତେନ୍ତୁଳିଖୁଣ୍ଟି ୨୦/୦୮/୨୨ ଇନ୍ଦ୍ରାବତୀ ଜଳଭଣ୍ଡାର ର ଜଳ ଧାରଣ କ୍ଷମତା 642 ମିଟର ରହିଥିବା ବେଳେ ଆଜି20 ତାରିଖ ସନ୍ଧ୍ୟା 6 ସୁଦ୍ଧା639.35ମିଟର ହୋଇଛି। ଆଜି ବାର ଘଣ୍ଟା ମଧ୍ୟରେ 12 ମିଳି ମିଟର ବର୍ଷା ହୋଇଛି। ବର୍ତ୍ତମାନ ଡ୍ୟାମର 78473ପ୍ରତିଶତ ଜଳ ଗଛିତ ଅଛି। ଜଳଭଣ୍ଡାର ମଧ୍ୟକୁ 43726ଘନ ମିଟର୍ର ଜଳ ପ୍ରତି ସେକେଣ୍ଡ ରେ ପ୍ରବେଶ କରୁଛି।୍8.73 ଘନ ମିଟରପ୍ରତି ସେକେଣ୍ଡ ରେ ଜଳ ନିଷ୍କାସିତ ହେଉଛି। 3.58 ଘନମିଟର ଜଳ ପ୍ରତି ସେକେଣ୍ଡରେ ବାଷ୍ପ ହେଉଛି ବୋଲି ତଥ୍ୟ ବିଭାଗ ରୁ ମିଳିଛି। ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଛି। ଗତବର୍ଷ ଏହି ସମୟରେ 30.80ପ୍ରତିଶତ ଜଳ ଏହି ଦିନ ମହଜୁଦ ଥିଲା।ରୂଲ କର୍ଭ ଅନୁସାରେ ଜୁଲାଇ ମାସରେ 638 ମିଟର ଅଗଷ୍ଟ ରେ 638 ମିତ୍ର ସେପ୍ଟେମ୍ବର ରେ 640 ମିଟର ଅକ୍ଟୋବର ରେ 641.5ମିଟର ନଭେମ୍ବର ରେ 642 ମିଟର ଜଳ ରହିବ। କିନ୍ତୁ ଆଗାମୀ ବର୍ଷା ଉପରେ ନିର୍ଭର କରେ ଜଳଭଣ୍ଡାର ର ଫାଟକ ଖୋଲା ଯିବ ନ ନାହିଁ। ଯଦି ଖୋଲିବା ନିଷ୍ପତ୍ତି ହୁଏ ଡ଼ାକବାଜି ଯନ୍ତ୍ର ରେ 24 ଘଣ୍ଟା ପୂର୍ବରୁ ପ୍ରଚାର ସହ ତହସିଲଦାର  ଜିଲ୍ଲାପାଳ ଙ୍କୁ ଜଣା ଯିବ ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ମୂର୍ଚ୍ଛନା ସାହିତ୍ୟ ସଂସଦର କବିତା ପାଠୋତ୍ସବ

Sunil Chandra Nayak

ସଡ଼କ ସୁରକ୍ଷା ପାଇଁ ବିଶ୍ବବ୍ୟାଙ୍କ ଦେବ ୨୫ କୋଟି ଡଲାର, ଓଡ଼ିଶା ସମେତ ୭ ରାଜ୍ୟରେ କାର୍ଯ୍ୟକାରୀ ହେବ

Sunil Chandra Nayak

ଅବସର ପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଲକ୍ଷ୍ମୀକାନ୍ତ ଖମାରୀଙ୍କ ପରଲୋକ, ୮୧ ବର୍ଷ ରେ ଖଡ଼ିଆଳ ମିଶନରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!