ନୂଆପଡ଼ା – ଆଜିଗୁରୁବାର ଦିନ OBC ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ପ୍ରେମ ସିନ୍ଧୁ ହେର୍ଣ୍ଣା ଙ୍କ ନେତୃତ୍ୱ ରେ ସିନାପଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ଵ ରେ ଏକ ସାତ ଦଫା ଦାବି ପତ୍ର ପ୍ରଦାନ କରାଗଲା ଏଠାରେ ମଣ୍ଡଳ ସଭାପତି ପ୍ରତାପ ମେହେର, ନରହରି ହଂସ ପୂର୍ବତନ ମଣ୍ଡଳ ସଭାପତି ପ୍ରତାପ ଗୁଆଳ, ଅରିଗଞ୍ଜନ ଯୋଶୀ ଜିଲ୍ଲା ପ୍ରତିନଧି ଭଗତ ରାମ ଖରସେଲ, ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ପୁସ୍ତମ ମଶ୍ରା, OBC ମୋର୍ଚ୍ଚା ସାଧାରଣ ସମ୍ପାଦକ ଲୀଳାମ୍ବର ନାଗ, ରାମ କଟା, ଲକ୍ଷ୍ମଣ ପ୍ରଧାନ,ଟିକେ ଗହୀର,ଅନେକ OBC ମୋର୍ଚ୍ଚା ର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ