ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସୁବର୍ଣ ଜୟନ୍ତି ପାଳନ ନେଇ ପ୍ରସ୍ତୁତି ବୈଠକ

ନବରଙ୍ଗପୁର ୧୨.୯.୨୦୨୨ ; ଆଜି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ନବରଙ୍ଗପୁର କଲେଜର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ପୂର୍ବତନ ବିଧାୟକ ସଦନ ନାୟକ,ପୈ।ରାଧକ୍ଷ କୁନୁ ନାୟକଙ୍କ ଉପସ୍ଥିତରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ନବରଙ୍ଗପୁର କଲେଜ ର ସ୍ଵର୍ଣ୍ଣ ଜୟନ୍ତି କିଭଳି ସୁରଖୁରରେ ହେବ ବିସ୍ତୃତ ଭବରେ ଆଲୋଚନା ହୋଇଥିଲା। ବିଶେଷ କରି ସ୍ଵର୍ଣ୍ଣ ଜୟନ୍ତି ପାଳନ କରିବା ନିମନ୍ତେ କେତେ ଟଙ୍କା ଖର୍ଚ୍ଚ ହେବ, କିଭଳି ସୁରଖୁରରେ ସୂଚାରୁ ରୂପେ ପାଳନ କରାଯିବ ଏବଂ ଆୟ ବ୍ୟୟ ର ଏକ ଅଟକଳ ବିଷୟରେ ବିସ୍ତୃତ ଭାବରେ ସମୀକ୍ଷା କରାଯାଇଥିଲା। ଉପସ୍ଥିତ ଥିବା ମାନ୍ୟବର ସାଂସଦ ବିଧାୟକ ଗଣ ସ୍ଵର୍ଣ୍ଣ ଜୟନ୍ତି ପାଳନ କରିବା ନିମନ୍ତେ ଅର୍ଥରେ ଅଭାବ ପରିଲକ୍ଷିତ ହେବ ନାହିଁ ବୋଲି ଗୃହରେ ଭରସା ଦେଇଥିଲେ। ସ୍ୱର୍ଣ୍ଣ ଜୟନ୍ତୀ ରୂପରେଖ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ଵାଳ,ଆଲୁମିନି କୋର କମିଟିର ଆବାହକ ଶ୍ରୀ ଗଣେଶ ଦାଶ, ସହ ଆବାହକ ଶ୍ରୀମତୀ ସଙ୍ଗୀତା ତ୍ରିପାଠୀ, ଦିଲ୍ଲୀପ କୁମାର ହୋତା,ଆଇନ ପରାମର୍ଶ ଦାତା ଶ୍ରୀ ନରସିଂହ ତ୍ରିପାଠୀ, ଆଲୁମିନି କାର୍ଯ୍ୟକାରୀ କମିଟିର ସଦସ୍ୟ ଶ୍ରୀ କିଶୋର ପଟ୍ଟନାୟକ, ଶ୍ରୀ ଶିଭଶଙ୍କର ତ୍ରିପାଠୀ, ଶ୍ରୀମତି ସ୍ୱର୍ତଲତା ପଟ୍ଟନାୟକ,ବରିଷ୍ଠ ଆଇନଜୀବୀ ଉମାଶଙ୍କର ତ୍ରିପାଠୀ ଙ୍କ ସହ ମହାବିଦ୍ୟାଳୟ ର ବହୁ ପୁରାତନ ଛାତ୍ର ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ଓବିସି ସଂରକ୍ଷଣ ଦାବିରେ ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର

masiha

ସମ୍ବାଦ ସାହିତ୍ୟ ଘରର ବସନ୍ତ ସାହିତ୍ୟ ଆସର ଅନୁଷ୍ଠିତ

Sunil Chandra Nayak

ରାତ୍ର ୯ ଘଣ୍ଟା ସମୟ ସୁଦ୍ଧା କଳାହାଣ୍ଡି ଜିଲ୍ଲାରେ ୩ ନମ୍ବର ଜୋନର ଭୋଟ ଗଣତି 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort