ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନୁଷ୍ଠିତ ହେଲା ପଞ୍ଚାୟତ ସମିତିର ୪ର୍ଥ ବୈଠକ

ବାଲେଶ୍ଵର,୨୩/୯/୨୨- ପଞ୍ଚାୟତ ସମିତିର ଖଇରାର ୪ର୍ଥ ପର୍ଯ୍ଯାୟ ସମିତି ବୈଠକ ବ୍ଲକ ପରିସରରେ ଥିବା ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଉପାଧ୍ୟକ୍ଷା ଅଭିଲିପ୍ସା ସାହୁ ଅଧ୍ଯକ୍ଷତା କରିଥିଲେ । ଏଥିରେ ବିଡିଓ ପର୍ଶୁରାମ ପଣ୍ଡା, ୪ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ଯା ରଶ୍ମିତା ମହାପାତ୍ର, ୫ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ମାନସ ଦାଶ, ୩ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ଗଜେନ୍ଦ୍ର ଦାସ, ବିଧାୟକଙ୍କ ପ୍ରତିନିଧି କରୁଣାକର ଜେନା ଏବଂ ବି. ଏସ. ଏସ. ଓ. ତଥା ଭାରପ୍ରାପ୍ତ ଜି.ପି.ଓ. ସାଲିମା ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ । ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ବିଭିନ୍ନ ପଞ୍ଚାୟତରୁ ଆସିଥିବା ନିର୍ବାଚିତ ପ୍ରତିନିଧି ଏବଂ ବିଭିନ୍ନ ବିଭାଗରରୁ ଆସିଥିବା ଅଫିସର ମାନଙ୍କ ଗହଣରେ ବସିଥିଲେ । ବିଧାୟକ ପାନୀୟ ଜଳ ଦୁରୁପଯୋଗ ହେବାନେଇ କ୍ଷୋଭ ପ୍ରକାଶ କରିବା ସହିତ ଚାଷର ଉନ୍ନତି ପାଇଁ ଗୁରୁତ୍ବାରୋପ କରିଥିଲେ । ପୂର୍ବ ବିବରଣୀ ପାଠ କରିଥିଲେ ବି ଏସ ଏସ ଓ ସାଲିମା ରାଉତ । ମୋଟ ୯ ଗୋଟି ବିଷୟ ଯଥା- ପୂର୍ବ ବୈଠକର ବିବରଣୀ ପାଠ ଓ ଦୃଢିକରଣ, ପାନୀୟ ଜଳ ଓ ପରିମଳ, କୃଷି, ଉଦ୍ଯାନ କୃଷି, ମତ୍ସ୍ୟ ଓ ପଶୁପାଳନ, ସାମାଜିକ ସୁରକ୍ଷା, ଖାଦ୍ୟ ସୁରକ୍ଷା, ଓଡିଶା ଜୀବିକା ମିଶନ, ମହିଳା ଓ ଶିଶୁ ବିକାଶ, ମନରେଗା ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା । ବିଭିନ୍ନ ବିଭାଗରରୁ ଉପସ୍ଥିତ ଥିବା ଅଧିକାରୀ ମାନେ ନିଜ ନିଜ ବିଭାଗୀୟ ଉତ୍ତର ଗୃହରେ ଉପସ୍ଥାପନ କରିଥିଲେ । ବିଶେଷ କରି ପାନୀୟ ଜଳ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଥିଲା । ୩ ନମ୍ବର ଜୋନରେ ପାନୀୟ ଜଳ ସମସ୍ୟା ରହିଥିବାର ଉପଲବ୍ଧି କରି ଶୀଘ୍ର କିପରି ଏହାର ସମାଧାନ ହୋଇପାରିବ ସେ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ବିଡିଓ ଏବଂ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରି କହିଥିଲେ ବିଧାୟକ । ଅଧ୍ଯକ୍ଷା ଶ୍ରୀମତୀ ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକ ଖୁବ୍ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଥିଲା । ଗୃହ ମଧ୍ୟରେ କୌଣସି ପ୍ରକାର ହଟ୍ଟଗୋଳ କି ଗଣ୍ଡଗୋଳ ହୋଇନଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ū

Related posts

ବେନରା ଗ୍ରାମପଞ୍ଚାୟତ – ୧୦ଗୋଟି ଗଠିତ  ଯୁବକ ସଂଘ ମଧ୍ୟରୁ ମାତ୍ର ତିନୋଟି ଯୁବକ ସଂଘ  ପାଳିଲେ ବନମହୋତ୍ସବ 

Sunil Chandra Nayak

ସମାଜସେବୀ ଙ୍କ ହସ୍ତକ୍ଷେପ ପରେ ମିଳିଲା ଯୋଶବନ୍ତି ଓ ତାଙ୍କ ଭିନ୍ନକ୍ଷମ ପୁଅଙ୍କୁ ଭତ୍ତା 

Sunil Chandra Nayak

ନବୀନଙ୍କ ନୂଆ ଟିମ୍‌ରେ ସାମିଲ୍ ହେବେ ନୂଆ ଓ ପୁରୁଣା ମୁହଁ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort