ଜାଦେବୀ ସର୍ବଭୂତେସୁ
କାଳାନଳ ସାରା ବ୍ରହ୍ମ।ଣ୍ଡ ଘୋଟିଲା
ଦେବତାଙ୍କୁ ଲାଗେଭୟ
ଅଗ୍ନିର ସାନ୍ତାର୍ଥ୍ୟ ପାଠକଲେ ବ୍ରହ୍ମ।
କରି ମାଗୋ ତୋତେ ଲୟ
ମହାତେଜକାନ୍ତି ମହାବିଶ୍ୱମୂର୍ତ୍ତି
ହୋଇଲା ତୋର ବିଜୟ
କାଳାନଳ ସାରା ବ୍ରହ୍ମ।ଣ୍ଡ ଘଟିଲା
ଦେବତାଙ୍କୁ ଲାଗେ ଭୟ……………..
ଅଭୟ କାମାକ୍ଷୀ ହୋଇଲୁ ପ୍ରକଟ
ଅଷ୍ଟମୀ ମୂଳା ନକ୍ଷତ୍ର
କାରଣ ପୁଛିଲୁ ସୃଷ୍ଟି କରତାଙ୍କୁ
ଦେବେ ଯୋଡି କରପତ୍ର
ମୋର ବରଦାନେ ବଜ୍ର ସିଂହ ନାତି
ହୋଇଛି ଆଜ ଦୁର୍ଜ୍ଜୟ
କାଳନଳ ସାରା ବ୍ରହ୍ମ।ଣ୍ଡ ଘୋଟିଲା
ଦେବତାଙ୍କୁ ଲାଗେ ଭୟ……………..
ଅଂଗଲାଗି ଦେଲେ ଅମଳାନ ପାଟ
ନାନା ଭୂଷଣେ ଭୂଷିତା
ମହାଭୟଙ୍କର ତେଜ ପ୍ରକାଶିଲୁ
ବୃନ୍ଦାରକେ ରଖ ମାତା
ଦନ୍ତରେ ତିରଣ ଚାପି ବ୍ରହ୍ମ ଯୋନି
ଜାତୁଧାନେ କର କ୍ଷୟ
କାଳାନଳ ସାରା ବ୍ରହ୍ମ।ଣ୍ଡ ଘୋଟିଲା
ଦେବତାଙ୍କୁ ଲାଗେ ଭୟ……………..
ସିତାଂଶୁ ଜେନା