ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ରାୟଗଡାର ମାଁ ମଝିଘରିଆଣୀ ମନ୍ଦିର ବନ୍ଦ କଲା ପଶାସନ

ରାୟଗଡା: ମସୀହା:- ରାୟଗଡାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀ ମନ୍ଦିର କୁ ବନ୍ଦ କରିବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ତେଲୁଗୁ ସଂପ୍ରଦାୟର ମୁଖ୍ୟ ପର୍ବ ଭୋଗି,ମକର,ପୋଙ୍ଗଲ ହୋଇ ଥିବାବେଳେ ଏହି ଦିନରେ ମାଁ ମଝିଘରିଆଣୀଙ୍କ ମନ୍ଦିର କୁ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଆନ୍ଦ୍ରପଦେଶ ସମତ୍ ଅନ୍ଯାନ୍ଯ ଜିଲ୍ଳାରୁ ଭକ୍ତମାନେ ଦର୍ଶନ କରିବା ପାଇଁ ଆସିଥାନ୍ତି। ମନ୍ଦିରରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତଙ୍କର ପ୍ରବଳ ଭିଡ ହେଲେ କରୋନ ସଂକ୍ରମଣ ବ୍ଯାପିଯିବା ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମନ୍ଦିର କୁ ବନ୍ଦ ରଖିବାକୁ ପଦକ୍ଷେପ ନିଆଯାଇଛି। କେବଳ ସେବାୟତ ମାନେହିଁ ମାଁଙ୍କ ରୀତିନୀତି ଯଥାବିଧି ମୋତେ କରିବା ପାଇଁ ମନ୍ଦିରକୁ ପ୍ରବେଶ କରିପାରିବେ।ମକର ସଂକ୍ରାନ୍ତିରୁ ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣ ମନ୍ଦିର ଭିତରକୁ ପ୍ରବେଶ ଉପରେ କଟକଣା ଜାରି କରିଛି ପ୍ରଶାସନ। ଫେବୃଆରୀ ୧ ତାରିଖ ପରେ ପରିସ୍ଥିତି କୁ ଦୃଷ୍ଟିରେ ରଖି ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ମନ୍ଦିର ଖୋଲିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଟ୍ରଷ୍ଟବୋର୍ଡ କହିଛି। କରୋନାର ପ୍ରଥମ ଓ ଦ୍ବିତୀୟ ଲହରରେ ମଧ୍ୟ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ମଝିଘରିଆଣୀ ମନ୍ଦିର ବନ୍ଦ ରଖିଥିଲା। କରୋନାର ତୃତୀୟ ଲହର ସଂକ୍ରମଣ କମିବା ପରେ ହିଁ ମନ୍ଦିର ଖୋଲିବା ନେଇ ଆଶଙ୍କା ପ୍ରକାଶ ପାଇଥିବା ଜଣାପଡିଛି।( ଯୁଗଳ କିଶୋର ଜେନା ଙ୍କ ରିପୋର୍ଟ )

Related posts

ମହାବିଦ୍ୟାଳୟ ପାଇଁ ଚିହ୍ନଟ ଭିତ୍ତିଭୂମିର ସ୍ଥିତି ଫୁଲବାଣୀ ବିଧାୟକ ଅନୁଧ୍ୟାନ କଲେ 

masiha

୬ଟି ଉଚ୍ଚ ଶକ୍ତି ସଂପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଓ ବଲାଙ୍ଗୀର-କେସିଙ୍ଗାରେ ୨୨୦ କେଭି ଟ୍ରାନ୍ସମିଶନ ଲାଇନ ଉଦ୍‌ଘାଟନ

କବି ପ୍ରତାପ ପଣ୍ଡାଙ୍କ ଭାବ ନୈବେଦ୍ୟ ପୁସ୍ତକ ଲୋକାର୍ପଣ ଉତ୍ସବ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort