ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଗ୍ରାମ ପଞ୍ଚାୟତ ପହାରିଆପଡା ର ନାରାୟଣ ପହରିଆ ଙ୍କ ଘର ଚଳିତସୂଚନା ଲଘୁଚାପ ବର୍ଷା ରେ ଭୁଶୁଡି ପଡିଛି । ନାରାୟଣ ପହରିଆ ଙ୍କ ସ୍ତ୍ରୀ ଙ୍କ ସମେତ ଦୁଇ ପୁଅ ଓ ପୁତ୍ର ବଧୁ ଘରେ ସୋଇଥିଲେ । ସୂଚନା ଥାଉକି ନାରାୟଣ ପହରିଆ ଜଣେ ଗରିବ ଶ୍ରମିକ ପରିବାର ହୋଇଥିଲେ ମଧ୍ୟ ତାଙ୍କୁ ଅଦ୍ୟାବଧି କୌଣସି ଘର ମିଳି ନାହିଁ । ମାଟି ଛପର କୁଡ଼ିଆ ରେ ରହି ଆସୁଛନ୍ତି । ସରକାର ଯୋଜନା ଉପରେ ଯୋଜନା କରିଚାଲିଛନ୍ତି ହେଲେ ନାରାୟଣ ପରିବାର କୁ ସାତ ସପନ ହୋଇଛି ସରକାର ଙ୍କ ଯୋଜନାଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରି ନାରାୟଣ ପହରିଆ ଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ପହରିଆ ପଡା ର ଇନ୍ଦ୍ର ପହରିଆ ଦାବି କରିଛନ୍ତି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ