ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୧୧ ବର୍ଷ ପରେ ଅଚଳ ହାଇମାସ୍କ ଲାଇଟ୍ ଜଳିଲା 

ରାଇଘର (ଡି.ଏନ୍.ଏ ) ୮/୧୦ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ମେଡିକାଲ୍ ଛକ ଠାରେ ଦୀର୍ଘ ୧୧ ବର୍ଷ ଧରି ଅଚଳ ହୋଇ ପଡିଥିବା ହାଇମାସ୍କ ଲାଇଟ୍ କୁ ରାଇଘର ସରପଞ୍ଚଙ୍କ ଉଦ୍ୟମରେ ଉଦଘାଟନ ହୋଇଛି l   ରାଇଘର ସଦର ମହକୁମାର ମେଡିକାଲ୍ ଛକ ଠାରେ ୨୦୧୧ ମସିହାରେ ପୂର୍ବତନ ବିଧାୟକ ସ୍ବର୍ଗତ ଜଗବନ୍ଧୁ ମାଝୀଙ୍କ ଉଦ୍ୟମରେ ଲକ୍ଷାଧିକ ବ୍ୟୟରେ ହାଇମାସ୍କ ଲାଇଟ୍ ଲଗା ଯାଇଥିଲା l ଏହି ଲାଇଟ୍ ଲାଗିବା ଦ୍ବାରା ମୁଖ୍ୟ ରାସ୍ତା ସହ ଆଖପାଖ ଉଜ୍ଜଳମୟ ହୋଇଥିଲା l ଏଥି ଯୋଗୁଁ ଦୂର ଦୁରନ୍ତାରୁ ବସ୍ ରେ ଯାତ୍ରା କରୁଥିବା ଯାତ୍ରୀ ମାନେ ରାତିରେ ନିର୍ଭୟରେ ଯାତାୟତ କରୁଥିଲେ l କିନ୍ତୁ ଦୁଇ ମାସ ଲାଗିବା ପରେ ଏହି ଲାଇଟ୍ ଅଚଳ ହୋଇ ଅନ୍ଧକାର ପରିବେଶ ସୃଷ୍ଟି ହୋଇଥିଲା l ଏହି ଲାଇଟ୍ ମରାମତି ନିମନ୍ତେ ସ୍ଥାନୀୟ ବାସିନ୍ଦା ବହୁବାର ପ୍ରସାଶନିକ ଅଧିକାରୀ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ ଏଥି ପ୍ରତି ଗୁରୁତ୍ବ ଦେଇନଥିଲେ l ସବୁ ସ୍ତରରେ ପ୍ରତିଶ୍ରୁତି ମିଳୁଥିବା କିନ୍ତୁ କାର୍ଯ୍ୟକାରୀ ଉପରେ କାହାରି ଦୃଷ୍ଟି ପଡୁନଥିଲା l ଅନ୍ଧାରର ସୁଯୋଗ ନେଇ ବଜାରରେ ବାରମ୍ବାର ଚୋରୀ ବୃଦ୍ଧି ପାଇଥିଲା l ଏ ନେଇ ବହୁବାର ଗଣମାଧ୍ୟମରେ ପ୍ରକାଶିତ ହେଉଥିଲେ ସୁଦ୍ଧା କୌଣସି ଅଧିକାରୀ କିମ୍ବା ଲୋକ ପ୍ରତିନିଧି ଦୃଷ୍ଟି ଦେଉନଥିଲେ l ଗତ ତ୍ରିସ୍ତରୀୟ ନିର୍ବାଚନରେ ରାଇଘର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ଲମ୍ବୋଧର ମାଝୀ ସରପଞ୍ଚ ଭାବେ ବିଜୟୀ ହେଲେ ହାଇମାସ୍କ ଲାଇଟ୍ ସହ ପ୍ରତେକ ସାହିର ରାସ୍ତାଘାଟ ସହ ଡ୍ରେନେଜ ବ୍ୟବସ୍ଥା ସହ ସୁନ୍ଦର ପରିବେଶ ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଥିଲେ l ସରପଞ୍ଚ ଭାବେ ଶ୍ରୀ ମାଝୀ ବିଜୟୀ ହେବା ପରେ ନିଜ ପ୍ରତିଶ୍ରୁତି ପୂରଣ କରିଛନ୍ତି l ପଂଚାୟତ ପାଣ୍ଠିରୁ ହାଇମାସ୍କ ଲାଇଟ୍ ଲଗାଇବା ସହ ପ୍ରତେକ ସାହିର ରାସ୍ତା ଘାଟକୁ ବ୍ଲକ୍ ପ୍ରଶାସନ ସହ ସ୍ବତନ୍ତ୍ର ଆଲୋଚନା କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ପିଚୁ ରାସ୍ତା କରିବାକୁ ଦାବୀ କରିଛନ୍ତି l ଡ୍ରେନେଜ ବ୍ୟବସ୍ଥା ନିମନ୍ତେ ସ୍ବତନ୍ତ୍ର ଭାବେ ଯୋଜନା ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି l ଯୁବ ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି l ଉଦଘାଟନ କାର୍ଯ୍ୟକ୍ରମରେ ରାଇଘର ସରପଞ୍ଚ ଲମ୍ବୋଧର ମାଝୀ,ପୂର୍ବତନ ସରପଞ୍ଚ ସାତ ମାଝୀ,ରଘୁ ଗଣ୍ଡଙ୍କ ସମେତ ରାଇଘର ଜନସାଧାରଣ ଉପସ୍ଥିତ ଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଏମ.ଡି.ଏମ୍ ପାଚିକା ମାନଙ୍କ ସମସ୍ୟା ନେଇ ଏକ ବୈଠକ

Sunil Chandra Nayak

ଖଂଗାର୍‌’ ପୁସ୍ତକ ପାଇଲା ବେଷ୍ଟ୍‌ସେଲର୍ ପୁରସ୍କାର

masiha

କର୍ଲାମୁଣ୍ଡା: ସୁରେନ୍ଦ୍ର ଭୋଇ ହେଲେ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort