ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା କାଳିଆକୁ ପଦେ

 କାଳିଆକୁ ପଦେ

 କାଳିଆରେ ,

ଜାଣିଛୁ ତୁ ମୁଁ ଅଟେ ମୂର୍ଖ ଟିଏ
ଜାଣିନାହିଁ କେମିତି କରିବି ମୁଁ
ତୋର ସର୍ବଦା ପୂଜା ଓ ଅର୍ଚ୍ଚନା,
କେଉଁ ସ୍ଵର – ଲୟରେ ଗାଇବି ତୋ
ମୋ କଣ୍ଠରେ ସେହି ଭକ୍ତି ବନ୍ଦନା,
କେଉଁ ଭାଷାରେ ମୁଁ କହିବି ତୋତେ
ମୋର ସବୁତକ ମନୋସ୍କାମନା,
କେମିତି ଯେ ଜଣାଇବିି ତୋତେ ମୁଁ
ମୋ ହୃଦୟେ ଥିବା ଅନ୍ତର୍ବେଦନା,
କେମିତି ତତେ ମୁଁ ଦେଖାଇବି ଯେ
ମୋର ଯେତେ ଅଛି ଦୁଃଖ ଯାତନା ।।

 କାଳିଆରେ,

ମୋ ଜୀବନେ ଜାଣିଛି କେବଳ ମୁଁ  
ଜପିବି ଜପୁଥିବି ତୋର ନାମ
ଦେଖି ତୋ ପତିତପାବନ ବାନା ।।
ଜୟ ଜଗନ୍ନାଥ ….

ସସ୍ମିତେଶ ସାହୁ

ଯାଜପୁର

Related posts

କଙ୍କଡ଼ାହାଡ଼ ଅଂଚଳରେ ମରୁଡି ସମସ୍ୟା, କେନାଲରେ ପାଣି ଆସୁନାହିଁ ଚାଷୀ ହନ୍ତ ସନ୍ତ

Sunil Chandra Nayak

ନିଖିଳ ଉତ୍କଳ ଅନୁଦାନ ପ୍ରାପ୍ତ ୪୪୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ସରକାର ଙ୍କୁ ଦାବି ପତ୍ର 

Sunil Chandra Nayak

ଲିପ୍ସା ଛତ୍ରିଆ କୁ ଉଚ୍ଚ ଶିକ୍ଷା ପାଇଁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ ବିଶ୍ୱନାଥ କର

Sunil Chandra Nayak

Leave a Comment

error: Content is protected !!