ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିକିତ୍ସା ରେ ଅବହେଳା ଅଭିଯୋଗ,ଗର୍ଭବତୀ ଆଶା କର୍ମୀ ଙ୍କ ମୃତ୍ୟୁ

 

କ୍ଷତିପୂରଣ ଓ ଡାକ୍ତର ଙ୍କ ଗିରଫ ଦାବୀ ରେ ଯୁବ କଂଗ୍ରେସ ର ରାସ୍ତା ରୋକ

ଧର୍ମଗଡ , ଚିକିତ୍ସା ଅବହେଳା ରୁ ଜଣେ ଗର୍ଭବତୀ ଆଶା କର୍ମୀ ଙ୍କ ମୃତ୍ୟୁ କୁ ନେଇ ଆଜି ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖ ଜାତୀୟ ରାଜପଥ ରେ ରାସ୍ତା ରୋକ କରିଛି ଜିଲ୍ଲା ଯୁବ କଂଗ୍ରେସ । ଚିକିତ୍ସା ଅବହେଳା କରିଥିବା ଡ଼ାକ୍ତର ଙ୍କୁ ଗିରଫ ସହ ମୃତକ ଆଶା କର୍ମୀ ଙ୍କ ପାରିବାର କୁ କ୍ଷତି ପୂରଣ ପ୍ରଦାନ କରିବା ଦାବୀ କରାଯାଇ ରାସ୍ତା ରେ ଶବ ବାହାକ ଗାଡି କୁ ରଖି ରାସ୍ତା ରୋକ କରାଯାଇଥିଲା । ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ଙ୍କ ନେତୃତ୍ବରେ ଏହି ରାସ୍ତା ରୋକ କରାଯାଇଥିଲା ।

ବିବରଣୀ ରୁ ପ୍ରକାଶ ଯେ ଧର୍ମଗଡ ବ୍ଲକ ଅନ୍ତର୍ଗତ ତେଣ୍ଡାପାଲି ଗ୍ରାମ ର ବେଣୁଧର ରାଉତ ଙ୍କ ସ୍ତ୍ରୀ ଆଶା କର୍ମୀ ସୁମିତ୍ରା ରାଉତ (୪୧) ଙ୍କ ଗର୍ଭ ବେଦନା ହେବା ରୁ ତାଙ୍କୁ ଧର୍ମଗଡ ଉପ ଖଣ୍ଡ ଚିକିତ୍ସାଳୟ ରେ ଗତକାଲି ଶୁକ୍ରବାର ସନ୍ଧ୍ୟା ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ପ୍ରଥମେ ମାସେ ପରେ ଡେଲିଭରି ହେବ ବୋଲି କୁହାଯାଇ ଥିବା ବେଳେ ଆଜି ଭୋର ୩.୩୦ମି. ସମୟରେ ତାଙ୍କୁ ତୁରନ୍ତ ଭବାନିପାଟଣା ନେଇ ଯିବା ପାଇଁ କୁହାଗଲା । ତୁରନ୍ତ ତାଙ୍କୁ ଭବାନିପାଟଣା ନିଆଯାଇଥିଲା । ତେବେ ଜିଲ୍ଲାମୂଖ୍ୟ ଚିକିତ୍ସାଳୟ ରେ ଅଳ୍ପକିଛିସମୟମଧ୍ୟ ରେ ଆଶା କର୍ମୀ ସୁମିତ୍ରା ର ମୃତ୍ୟୁ ହୋଇ ଯାଇଥିଲା । ଶେଷ ମୁହୂର୍ତ୍ତ ରେ ଜିଲ୍ଲା ଚିକିତ୍ସାଳୟ କୁ ଆଣିଲେ କଣ କରି ପାରିବୁ ସେଠାକାର ଡ଼ାକ୍ତର କହିଥିଲେ ବୋଲି ମୃତ ଆଶା କର୍ମୀ ଙ୍କ ସ୍ଵାମୀ ବେଣୁଧର ଅଭିଯୋଗ କରିବା ସହ ଚିକିତ୍ସା ଅବହେଳା ରୁ ତାଙ୍କ ସ୍ତ୍ରୀ ଙ୍କ ର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଏହାକୁ ନେଇ ଯୁବ କଂଗ୍ରେସ ଆଜି ରାସ୍ତା ରୋକ କରିଥିଲା । ଆନ୍ଦୋଳନ ସ୍ଥଳ କୁ ଧର୍ମଗଡ ତହସିଲଦାର ହରେକୃଷ୍ଣ ବରିହା ଓ ଉପଖଣ୍ଡ ପୁଲିସ ଅଧିକାରୀ ଧୀରଜ କୁମାର ଚୋପଦାର ପୋଲିସ ବଳ ସହ ପହଂଚି ଆନ୍ଦୋଳନକାରୀ ଙ୍କ ସହ ଆଲୋଚନା କରିବା ପରେ ରାସ୍ତା ରୋକ ହଟିଥିଲା । ମୃତକ ପାରିବାର କୁ ପ୍ରଶାସନ ପକ୍ଷରୁ ୧୦ ହଜାର ଟଙ୍କା ର ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଥିଲା ।  (ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ)

Related posts

ବିଜୟ କୁମାର ଜେନା ଙ୍କ କବିତା ଆନନ୍ଦରେ ଭରା

Sunil Chandra Nayak

ଧର୍ମରାଜ ପ୍ରଧାନ ଙ୍କ କବିତା ମଧୁବାବୁ

Sunil Chandra Nayak

ଶନିବାର ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ମନ୍ଦିର ପୂଜକଙ୍କ ମେଡିକାଲ ନେବାବେଲେ ମୃତ୍ୟୁ ଘଟଣା, ପୁଲିସ୍ ର ତଦନ୍ତ ଆରମ୍ଭ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort