ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୫୦୦ ଶଯ୍ୟା ବିଶିଷ୍ଟ ପୁରୁଷ ଓ ମହିଳା ହଷ୍ଟେଲ ପାଇଁ ଆଇନ ମନ୍ତ୍ରୀ ଙ୍କୁ ଦାବି ପତ୍ର ଦେଲେ ଆଲୁମନି କମିଟି

ନବରଙ୍ଗପୁର ୨୮.୧୦.୨୦୨୨: ନବରଙ୍ଗପୁର ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ କମିଟି ର ଆବାହକ ଗଣେଶ ଦାଶ ଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧି ଦଳ ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ପାଞ୍ଚଶହ ଶଯ୍ୟା ବିଶିଷ୍ଟ ପୁରୁଷ ଓ ମହିଳା ଦୁଇଟି ହଷ୍ଟେଲ ନିର୍ମାଣ କରିବା ପାଇଁ ଓଡ଼ିଶା ସରକାର ଙ୍କ ମାନ୍ୟବର ଆଇନ, ଆଦିବାସୀ ଉନ୍ନୟନ ଓ ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କ ସହିତ ଆଲୋଚନା କରି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ନବରଙ୍ଗପୁର ମହାବିଦ୍ୟାଳୟ ଜିଲ୍ଲାର ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ ହୋଇଥିବା ବେଳେ ଏଠାର ପ୍ରାୟ ଅଶି ପ୍ରତିଶତ ଛାତ୍ର ଛାତ୍ରୀ ଆଦିବାସୀ । ଏହି ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରାନ୍ତରୁ ଆସି ଅଧ୍ୟୟନ କରି ହଷ୍ଟେଲରେ ରହିବା ପାଇଁ ପସନ୍ଦ କରିଥାନ୍ତି। ଆବଶ୍ୟକ ଅନୁସାରେ ହଷ୍ଟେଲ ରେ ରହିବା ସୁବିଧା ନ ଥିବାରୁ ବାଧ୍ୟ ହୋଇ ଉଚ୍ଚ ଦରରେ ଘର ଭଡ଼ା ଦେଇ ଅର୍ଥିକ ସମସ୍ୟାରେ ସମ୍ମୁଖୀନ ହେଇଛନ୍ତି। ତାହା ସହିତ ମାନ୍ୟବର ମନ୍ତ୍ରୀଙ୍କୁ ସୁବର୍ଣ୍ଣ ଜୟନ୍ତୀ ମୂଖ୍ୟ କାର୍ଯ୍ୟକ୍ରମ ର ଅତିଥି ହେବା ପାଇଁ କମିଟି ତରଫରୁ ଅନୁରୋଧ କରାଯାଇଛି । ଏହି ଆଲୋଚନା ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ଵାଳ, ସମ୍ପାଦିକା ସଙ୍ଗୀତା ତ୍ରିପାଠୀ, ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କିଶୋର ପଟ୍ଟନାୟକ, ଉପ-ସଭାପତି ୱାଇ. ପ୍ରଭାକର ପାତ୍ର, ଆଶିଷ ରଞ୍ଜନ ପଟନାୟକ,ସରୋଜ ପାତ୍ର, ପ୍ରମୋଦ କୁମାର ରଥ, କୋଷାଧ୍ୟକ୍ଷା ସ୍ଵର୍ଣ୍ଣ ଲତା ପଟ୍ଟନାୟକ, ଜଗନ୍ନାଥ ବାଗ, ରବି ଶତପଥି, ଶିବ ଶଙ୍କର ତ୍ରିପାଠୀ, ସୁମିତ ପାଳ, ସୁନିଲ ସାହୁ, ବିବେକ ଚୌଧୁରୀ, ସୁମିତ ପୂଜାରୀ,ଅରୁଣ ମିଶ୍ର, ଦୟା ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ନିର୍ଧୁମ ଛେଚା ଖାଇଲା ଛେଳି ଚୋର

Sunil Chandra Nayak

ଧର୍ମଗଡ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର:  ନିର୍ମାଣ ର ଶୁଭାରମ୍ଭ କଲେ ବିଧାୟକ

masiha

ଗୋବିନ୍ଦ ବନଛୋର ହେଲେ କଳାହାଣ୍ଡି ଲୋକସଭା ସାଂସଦଙ୍କ କେସିଙ୍ଗା ଏନଏସି ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort