ନୂଆପଡା: ରାଜ୍ୟ ପଛୁଆବର୍ଗ ବିଭାଗର ଅଧ୍ୟକ୍ଷ ଇଂ ଜ୍ଞାନଦେବ ବେଉରାଙ୍କ ସୁପାରିଶ କ୍ରମେ ରାଷ୍ଟ୍ରୀୟ ପଛୁଆବର୍ଗ ଅଧ୍ୟକ୍ଷ ତଥା ଛତିଶଗଡ଼ ସରକାରଙ୍କର ବରିଷ୍ଠ ମନ୍ତ୍ରୀ ଶ୍ରୀ ତାମ୍ରଧୋକ ସାହୁ ନିମ୍ନଲିଖୁତ ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ଦାୟୀତ୍ବ ପ୍ରଦାନ କରିଛନ୍ତି। ଏ ନେଇ ରାଜ୍ୟ ଅଧ୍ୟକ୍ଷ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଓ ଓଡ଼ିଶା ରାଜ୍ୟ ପ୍ରଭାରୀ ଡ. ଚେଲାକୁମାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।ରାଜ୍ୟ ପଦାଧ୍ଵକାରୀ ଉପାଧ୍ୟକ୍ଷ । ଭାଇସ ଚେୟାରମ୍ୟାନ ଭାବେ ବେଣୁଧର ପାତ୍ର, ସୁବାଷ ଚନ୍ଦ୍ର ବିଶ୍ଵାଳ, କ୍ୟାପଟେନ ରାଜନାରାୟଣ ମହାପାତ୍ର, ଶ୍ରୀ ଡମ୍ବୁରୁ ବେହେରା, ଶ୍ରୀ କାଶିନାଥ ରାଉତ, ଶ୍ରୀ ଅଜିତ ଜେନା, ଶ୍ରୀ ବୃନ୍ଦାବନ ସାହୁ ରହିଛିନ୍ତି । ସେହିପରି ଅବାହାକ । କନଭେନର ଭାବେ ଶ୍ରୀ ବିପ୍ରବର ସାହୁ, ଶ୍ରୀ ଦେବୀ ପ୍ରସାଦ ବାହାଲିଆ, ଶ୍ରୀ କୈଳାସ ସାହୁ, ଶ୍ରୀ ସଂଳୟ ରାୟ, ଶ୍ରୀ ବିଦୁ ଭୂଷଣ ମହାପାତ୍ର, ଶ୍ରୀ ଶୁଭେନ୍ଦୁ ସାହୁ, ଶ୍ରୀ ପଦ୍ମନ ବିଶୋଇ, ଶ୍ରୀ ପ୍ରଶାନ୍ତ ବିଶୋଇ, ଶ୍ରୀ ଜିତେନ୍ଦ୍ର ସାହୁ, ଶ୍ରୀ ଜୀବନ ପ୍ରଦୀପ ଦାଶ ରହିଛନ୍ତି। ସେହିପରି ସଂଯୋଜକ ଭାବେ ଶ୍ରୀ କୈଳାସ ଚନ୍ଦ୍ର ସାହୁ, ଶ୍ରୀ ତ୍ରିନାଥ ସାହୁ, ଶ୍ରୀ ବୁଦ୍ଧଦେବ ପ୍ରଧାନ, ଶ୍ରୀ ଦିଲ୍ଲିପ ଘଂଟିଆ, ଶ୍ରୀ ବସନ୍ତ ଜେନା, ଶ୍ରୀ ସଂଜୟ ପରିଡ଼ା ରହିଛନ୍ତି । ଶ୍ରୀ ସାଗର ପରିଡ଼ା ଅଫିସ ସଂଯୋଜକ ରହିଥିଲା ବେଳେ ଜିଲ୍ଲା ଅଧ୍ୟକ୍ଷ ଭାବରେ ବାଲେଶ୍ବର-ରବିନ୍ଦ୍ର ପ୍ରଧାନ, ଭଦ୍ରକ-ଶ୍ରୀକାନ୍ତ ଜେନା, ମୟୁରଭଞ୍ଜ- ଦିଲ୍ଲୀପ ନାୟକ, କେନ୍ଦ୍ରାପଡ଼ା- ସୁଖଦାନନ୍ଦ ପ୍ରଧାନ, କଟକ- ଅଶୋକ କୁମାର ସ୍ବାଇଁ, କଟକସିଟି- ସନ୍ତୋଷ ଲେଙ୍କା, କେନ୍ଦୁଝର- ଯଦୁମଣି ବାରିକ, ସୁନ୍ଦରଗଡ଼- ଅରୁଣ କୁମାର ସାମଲ, ରାଉରକେଲା- ବୈଲୋଚନ ସାହୁ, ରାୟଗଡ଼ା, ଏଲ ସର୍ବେଶ୍ବର ରାଓ, କୋରାପୁଟ- ବ୍ରଜନନ୍ଦ ନାଗ, ମାଲକାନଗିରୀ- ଛବି ଦାସ, ନବରଙ୍ଗପୁର- ପଦନସାହି ମାଳି, କଳାହାଣ୍ଡି – ଲିଙ୍ଗରାଜ ବେହେରା, ବରଗଡ଼- ପାଣ୍ଡବ କର୍ଷ, ସୁବର୍ଣ୍ଣପୁର- ପ୍ରେମାନନ୍ଦ ଜାଟୀ, ଜଗତସିଂହପୁର- ବେଣୁଧର ସ୍ଵାଇଁ, ଯାଜପୁର- ପ୍ରଶାନ୍ତ ସାହୁ, ବୌଦ୍ଧ-ଉଛେଇ ବାରିକ, ଅନୁଗୁଳ ପ୍ରବୋଧ ସ୍ୱାଇଁ, ଢେଙ୍କାନାଳ- ନିଶାକାର ସାହୁ, ଖୋର୍ଦ୍ଧା-ପ୍ରଶାନ୍ତ ବଳିଆରସିଂହ, କନ୍ଧମାଳ- ଶ୍ରୀକାନ୍ତ ଦଳ ବେହେରା, ଝାରସୁଗୁଡ଼ା – ସୁବ୍ରତ କୁମାର ପ୍ରଧାନ, ନୂଆପଡ଼ା- ହିରା ମେହେର, ସମ୍ବଲପୁର-ଜିତେନ୍ଦ୍ର ପ୍ରଧାନ, ଗଞ୍ଜାମ- ଅମିର କୁମାର ଭୂୟାଁ, ଭୁବନେଶ୍ଵର – ସତୃଘ୍ନ ବେହେରା, ଦେଓଗଡ଼- ଦିଲେଶ୍ଵର ସାହୁ, ବଲାଙ୍ଗୀର- ଭୋଳାନାଥ ବେହେରା, ଗଜପତି- ବିଭୂତି ଭୂଷଣ ନାୟକ, ନୟାଗଡ଼- ନାରାୟଣ ସାହୁ । ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post