ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନଗୋଳ ସଂଯୁକ୍ତ ସେବା ସମବାୟ ବ୍ୟାଙ୍କ ଲିଃ, ପରିଚାଳନା ପରିଷଦ C -10, ଡିରେକ୍ଟର ପଦବୀ ରେ ଶ୍ରୀ ଭୂପେଶ ଚନ୍ଦ୍ର ପ୍ରଧାନ

କାମାକ୍ଷାନଗର (ମ ନି ସ)୦୧/୧୧_ଅନଗୋଳ ସଂଯୁକ୍ତ ସେବା ସମବାୟ ବ୍ୟାଙ୍କ ଲିଃ, ଅନଗୋଳ ( AUCCB) ପରିଚାଳନା ପରିଷଦ C – 10 ର ନିର୍ବାଚନ ରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବାରିହାପୁର ଗ୍ରାମର ବି ଜେ ଡି ଦଳର ପ୍ରାର୍ଥୀ ଶ୍ରୀ ଭୂପେଶ ଚନ୍ଦ୍ର ପ୍ରଧାନ ଡିରେକ୍ଟର ଭାବେ 37 ଖଣ୍ଡ ଭୋଟ ରେ ନିକଟ ତର ପ୍ରତିଦ୍ବନ୍ଦୀ ବି ଜେ ପି ଦଳର ରମେଶ ସାମଲ ଙ୍କ ଠାରୁ ନିର୍ବାଚିତ ହୋଇଛନ୍ତି l ସେ ଢେଙ୍କାନାଳ ଓ ଅନଗୋଳ ଜିଲ୍ଲା ର ସମସ୍ତ କେନ୍ଦ୍ରୀୟ ସେବା ସମବାୟ ବ୍ୟାଙ୍କ ସଭାପତି ତଥା ସମ୍ପାଦକ ଡିରେକ୍ଟର ସମସ୍ତ ସଦସ୍ୟ ଏବଂ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ସମସ୍ତ କୃଷକ ବନ୍ଧୁ ଙ୍କୁ ଶୁଭେଚ୍ଛା ଜ୍ଞାପନ ଜଣାଇଛନ୍ତି l ଏଥି ସହିତ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ,ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ଡା଼ ନୃସିଂହ ଚରଣ ସାହୁ,ମାନ୍ୟବର ମନ୍ତ୍ରୀ ତଥା ପ୍ରଫୁଲ ମଲ୍ଲିକ,ମାନ୍ୟବର ଉପ ବାଚସ୍ପତି ରଜନୀ କାନ୍ତ ସିଂହ,ମାନ୍ୟବର ଢେଙ୍କାନାଳ ଜିଲ୍ଲା ସାଂସଦ ମହେଶ ସାହୁ,ବିଧାୟକ ସୁଧୀର କୁମାର ସାମଲ, ବିଧାୟିକା ସୀମାରାଣୀ ନାଏକ,ବିଧାୟକ ମୁକେଶ କୁମାର ପାଲ,ବିଧାୟକ ବ୍ରଜ କିଶୋର ପ୍ରଧାନ,ବିଧାୟକ ସୁଶାନ୍ତ କୁମାର ବେହେରା,ବିଧାୟକ ରମେଶ ଚନ୍ଦ୍ର ସାଏ,ରାଜସ୍ବ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲ୍ଲା ର ପର୍ଯ୍ୟବେକ୍ଷକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଅନଗୋଳ ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରଶାନ୍ତ କୁମାର ମୁଦୁଲି, ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଯୁବ ନେତା ଅସିତ ରାୟ ଚୌଧୁରୀ ଧନ୍ୟବାଦ ଜଣାଇବା ସହିତ ଶ୍ରୀ ଭୂପେଶ ଚନ୍ଦ୍ର ପ୍ରଧାନ କୃତଜ୍ଞତା ଜଣାଇଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଖଣି ବନ୍ଦ ଯୋଗୁଁ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘର ବିରୋଧ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହସ

Sunil Chandra Nayak

ସୌଦାଗର ବିଶ୍ଵାଳ ଙ୍କ କବିତା ଜାଣି ଗଲି ତୋର ମହତ ପଣିଆ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort