Uncategorizedସୁରେଶ ଚନ୍ଦ୍ର ପାଢୀ ଙ୍କ କବିତା ଲକ୍ଷ୍ମୀ ପୁରାଣ by Sunil Chandra NayakNovember 24, 2022068 Share1 ଲକ୍ଷ୍ମୀ ପୁରାଣ ସୁରେଶ ଚନ୍ଦ୍ର ପାଢୀ ଆସ ଆମେ ଲକ୍ଷ୍ମୀ ପୂରାଣ ପଢିବା ମାତା ଲକ୍ଷ୍ମୀ ଙ୍କ କୃପା ଲଭିବା ଆସ ଆମେ ଲକ୍ଷ୍ମୀ ପୂଜା କରିବା ଶହେ ଆଠ ନୀଳ ପଦ୍ମ ସମର୍ପି ଦେବା ଭକ୍ତ ବଳ ରାମ ଦାସ ଏହାକୁ ଲେଖି ଥିଲେ ଯୁଗ ଯୁଗ ପାଇଁ ତାଙ୍କ ଅମର କୀର୍ତି ରଖିଲେ ମାତା ଙ୍କ ଲୀଳା ବର୍ଣିତ ହୋଇଛି ଯୁଗ ଯୁଗ ପାଇଁ ପୁରାଣେ ରହିଛି ଲକ୍ଷ୍ମୀ ପୁରାଣ ପଢିଲେ ଭକ୍ତି ଆସିବ ଯିଏ ମାତା ଙ୍କ ପୂଜା ରେ ଗାନ କରିବ ନୀତି ଯିଏ ପଢିବ ଏହି ପୁରାଣକୁ ମାତା କୃପା କରିବେ ସେହି ଭକ୍ତ କୁ ଓଡ଼ିଆ ଘରେ ମାର୍ଗସିର ମାସେ ଏହା ବୋଲା ହୁଏ ପ୍ରତି ଓଡିଆଣୀ ଭକ୍ତି ରେ ଗାଉ ଥାଏ ଏହା ଆମ ଗର୍ବ ହୋଇ ସଦା ରହିଛି ଲକ୍ଷ୍ମୀ ପୁରାଣ ଆମକୁ ଶିକ୍ଷା ସଦା ଦେଉଛି ମା ଙ୍କ ଭକ୍ତି କରିଲା ଶ୍ରୀୟା ଚଣ୍ଡାଳୁଣୀ ଉଭା ହେଲେ ତା ପାଇଁ ଲକ୍ଷ୍ମୀ ଠାକୁରାଣୀ ମା ଛୁଆଁ ଅଛୁଆଁ ଭେଦ ଭାବ କରିଲେ ଦୂର ଶ୍ରୀ ମନ୍ଦିର ରେ ଖୋଲି ଦେଲେ ସେ ଆନନ୍ଦ ବଜାର ବୁଗୁଡ଼ା , ଗଞ୍ଜାମ