ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ନବରଙ୍ଗପୁର ତା ୨୬/ ନବରଙ୍ଗପୁର ଜିଲ୍ଲାସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ଷ୍ଟାଡିୟମ୍ ଠାରେ ପାଳିତ ହୋଇଯାଇଛି। ଏହି ପବିତ୍ର ଦିବସ ପାଳନ ଅବସରରେ ପ୍ରାତଃ ସହରରେ ଡାକବାଜି ଯନ୍ତ୍ର ଯୋଗେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ରାମ ଧୁନ ପରିବେଷଣ କରାଯାଇ ସହରସ୍ଥିତ ମହାପୁରୁଷଙ୍କ ପ୍ରତମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ସ୍ଥାନୀୟ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ଜିଲ୍ଲସ୍ତରୀୟ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥିଭାବେ ଶ୍ରୀମତୀ ପଦ୍ମିନୀ ଦିଆନ ମାନ୍ୟବର ମନ୍ତ୍ରୀ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ଓଡ଼ିଶା ସରକାର ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ ଏବଂ ତାଙ୍କ ବକ୍ତବ୍ୟରେ ଭାରତର ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇ ଯେଉଁ ମହାପୁରୁଷ ମାନେ ନିଜର ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ, ବଳିଦାନ ରେ ଭାରତକୁ ସ୍ବାଧୀନ କରି ବିଶାଳ ଭାରତବର୍ଷ କୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଗଢିତୋଳି ଥିଲେ ସେମାନଙ୍କ ଉଦେଶ୍ୱରେ ଭକ୍ତିପୂତ ଶ୍ରଦ୍ଧାଂଜଳି ଜଣାଇ ସାଧାରଣ ତନ୍ତ୍ର ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।ମାନ୍ୟବର ମୁଖ୍ୟ ଅତିଥି ନବରଙ୍ଗପୁର ମାଟି ଏକ ସ୍ଵାଧୀନତା ସଂଗ୍ରାମୀ ଙ୍କ ମାଟି ।  ଏ ମାଟି ର ଅନେକ ସ୍ଵାଧୀନତା ସଂଗ୍ରାମୀ ନିଜର ମାଟି ତଥା ଦେଶମାତୃକା ପାଇଁ ନିଜକୁ ତ୍ୟାଗ ଓ ବଳିଦାନ ଦେଇଛନ୍ତି, ସେହି ବିଶିଷ୍ଟ ସଂଗ୍ରାମୀ ଓ ବରପୁତ୍ର ମାନଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଂଜଳି ଜଣାଉ ଛି କହି ନବରଙ୍ଗପୁର ଜିଲ୍ଲାର କଳା ସାହିତ୍ୟ, ସଂସ୍କୃତି ଉପରେ ଆଲୋକପାତ କରିଥିଲେ ଏବଂ ଜିଲ୍ଲାର ଉନ୍ନତି ଓ ବିକାଶ ପଥରେ ସମସ୍ତଙ୍କର ସହଯୋଗ ର ଆବଶ୍ୟକତା ଥିବା ଦର୍ଶାଇଥିଲେ। ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଜିଲ୍ଲା ପୋଲିସ ବିଭାଗ, ଅଗ୍ନି ସମ ବିଭାଗ, ପୌରପାଳିକା ନବରଙ୍ଗପୁର ରେ କାର୍ଯ୍ୟରତ ଦକ୍ଷ କର୍ମଚାରୀ ଙ୍କୁ ମହାମାରୀ କରୋନା କାଳରେ ନିଜର ଉତ୍ତମ, କାର୍ଯ୍ୟ,ସେବା ପାଇଁ କରୋନ୍। ଯୋଦ୍ଧା ଭାବରେ ମାନ୍ୟବର ମୁଖ୍ୟ ଅତିଥି ଙ୍କ ଦ୍ଵାରା ସମ୍ଭର୍ଦ୍ଧନା ଦିଆଯାଇଥିଲା। ଏହି ଜିଲ୍ଲାସ୍ତରୀୟ ସମାରୋହରେ ମାନ୍ୟବର ବିଧାୟକ ନବରଙ୍ଗପୁର ଶ୍ରୀ ସଦାଶିବ ପ୍ର ଧା ନି, ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଆରକ୍ଷୀ ଅଧିକ୍ଷକ ଶ୍ରୀ ପି ଏସ, ପୁରୁଷୋତ୍ତ ମ ଦାସ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶ୍ରୀ ରତ୍ନାକର ସାହୁ, ଉପ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୂନିଲ୍ ଅଗ୍ରୱାଲା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର କାଳୀପ୍ରସଦ୍ ବେହେରା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସ୍ଵର୍ଣ୍ଣ ଲତା ବିଶ୍ୱାସ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର, ପିଏ ଆଇ ଟି ଦିଏ, ଶ୍ରୀ ଅଭିମନ୍ୟୁ ମାଝୀ,  ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟକୃଷ୍ଣ ବେହେରା, ତହସିଲଦାର ନବରଙ୍ଗପୁର ଶ୍ରୀ ରବୀନ୍ଦ୍ର କୁମାର ରାଉତ ପୋଲିସ ବିଭାଗ ର ତଥା ଜିଲ୍ଲାସ୍ତରୀୟ ବହୁ ପଦାଧିକାରୀ କରୋ ନା ଯୋଦ୍ଧା, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପ କାରାଗାରରେ ଥିବା ଅନ୍ତେବାସୀ ମାନଙ୍କୁ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ ଶ୍ରୀ ପି ଏସ ପୁରୁଷୋତ୍ତମ ଦାସ, ଉପ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଙ୍କ ଦ୍ଵାରା ଫଳ ବଣ୍ଟନ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ୍ ଏସବୁ କାର୍ଯ୍ୟ କ୍ରମର ପରିଚାଳନା କରି ଥିଲା ବେଳେ , ଶ୍ରୀ ଦିଲିପ୍ କୁମାର ମଲ୍ଲିକ, ଶ୍ରୀ ରାଜେନ୍ଦ୍ର ମାଝୀ, ଶ୍ରୀ ନୀଳକଣ୍ଠ ନାୟକ, ଶ୍ରୀ ବିଗ୍ନରାଜ ମାଝୀ, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାଘ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ମଧୁସୂଦନ ସାହୁ ନବରଙ୍ଗପୁର

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ସିନାପାଲି ବ୍ଲକରେ ଭୋଟ ଗ୍ରହଣ ଆରମ୍ଭ, 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort